ରାଜ୍ୟରେ ବଢିବ କାଳବୈଶାଖୀ ପ୍ରଭାବ, ଆଜିଠାରୁ ତାତିରୁ ଆଶ୍ବସ୍ତି

0
416

By Our Correspondent

BHUBANESWAR:  ରାଜ୍ୟରେ ବଢିବ କାଳବୈଶାଖୀ ପ୍ରଭାବ. ଆଗାମୀ 24ଘଣ୍ଟା ମଧ୍ୟରେ ଗ୍ରୀଷ୍ମଲହରୀ ସକାଶେ ଜାରି ହୋଇଥିବା ଚେତାବନୀ ହଟେଇ ଦିଆଯାଇଥିବା ବେଳେ, 3 ଦିନ ମଧ୍ୟରେ ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା 2ରୁ 4°C ଯାଏଁ ତଳକୁ ଖସିବା ସମ୍ଭାବନା.

ଆଜିଠାରୁ ତାତିରୁ ଆଶ୍ବସ୍ତି. ଆଗାମୀ 3 ରୁ 4 ଦିନ ଯାଏଁ ରାଜ୍ୟରେ କାଳବୈଶାଖୀ ପ୍ରଭାବ.

ଉପଗ୍ରହରୁ ମିଳୁଥିବା ତଥ୍ୟ ଅନୁଯାୟୀ ବରଗଡ, ଅନୁଗୁଳ, ବାଲେଶ୍ୱର, କେନ୍ଦୁଝର ଏବଂ ଭଦ୍ରକ ଜିଲ୍ଲାର କିଛି ଅଂଚଳରେ ବିଜୁଳି ଘଡ-ଘଡି ଜନିତ ବର୍ଷା ଅନୁଭୂତ ହେଉଛି.

LEAVE A REPLY

Please enter your comment!
Please enter your name here