ମୌସୁମୀ ସକ୍ରିୟତା ବୃଦ୍ଧି ହେତୁ ରାଜ୍ୟର ଉପକୂଳ ସମେତ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ବର୍ଷା ଲାଗିରହିଛି

0
335
rains

By Our Correspondent

BHUBANESWAR: ମୌସୁମୀ ନିମ୍ନ ଚାପ ରେଖାର ପୂର୍ବ ଭାଗ ତାର ସାଧାରଣ ଅବସ୍ଥାନ ର ଦକ୍ଷିଣ ରେ ରହିଥିବା ବେଳେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ମୌସୁମୀ ସକ୍ରିୟତା ବୃଦ୍ଧି ହେତୁ ରାଜ୍ୟର ଉପକୂଳ ସମେତ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ବର୍ଷା ଲାଗିରହିଛି.

ଉପକୂଳ ଓଡ଼ିଶା ତଥା ପାର୍ଶ୍ଵବର୍ତ୍ତୀ ଅଞ୍ଚଳର କିଛି  ଜିଲ୍ଲା ସମେତ ଟ୍ୱିନ-ସିଟି ରେ  ଝିପି-ଝିପି ବର୍ଷା ଲାଗିରହିଛି.

LEAVE A REPLY

Please enter your comment!
Please enter your name here