ମହାପ୍ରଭୁଙ୍କ ଉଦେଶ୍ୟରେ ଦାତାଙ୍କ ଦୁଇ ଗୋଟି ସୁବର୍ଣ୍ଣ  ତିଳକ ଦାନ

0
196
ମଙ୍ଗଳବାର ସନ୍ଧ୍ୟାରେ ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟ ଠାରେ ଅହମଦାବାଦ, ଗୁଜରାଟ ଶେଷୱାଡି ଗ୍ରାମର ଚିରାଗ ଚିନୁଭାଇ ପଟେଲ ଛତିଶା ନିଯୋଗ ନାୟକ ଜନାର୍ଦନ ପାଟ୍ଟଯୋଶୀ ମହାପାତ୍ର ଙ୍କ ଉପସ୍ଥିତିରେ ମୁଖ୍ୟ ପ୍ରଶାସକ ଶ୍ରୀଯୁକ୍ତ ରଂଜନ କୁମାର ଦାସ ଙ୍କୁ ମହାପ୍ରଭୁଙ୍କ ଉଦେଶ୍ୟରେ ଏକ କିଲୋ ଷାଠିଏ ଗ୍ରାମ ଓଜନର ଦୁଇଗୋଟି ସୁବର୍ଣ୍ଣ ତିଳକ ଦାନ କରିଛନ୍ତି।

By Our Correspondent

PURI/BHUBANESWAR:   ଆଜି ତା ୧୯.୧୨.୨୦୨୩, ମଙ୍ଗଳବାର ସନ୍ଧ୍ୟାରେ  ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟ ଠାରେ ଅହମଦାବାଦ, ଗୁଜରାଟ ଶେଷୱାଡି ଗ୍ରାମର ଚିରାଗ ଚିନୁଭାଇ ପଟେଲ  ଛତିଶା ନିଯୋଗ ନାୟକ ଜନାର୍ଦନ ପାଟ୍ଟଯୋଶୀ ମହାପାତ୍ର ଙ୍କ ଉପସ୍ଥିତିରେ ମୁଖ୍ୟ ପ୍ରଶାସକ ଶ୍ରୀଯୁକ୍ତ ରଂଜନ କୁମାର ଦାସ ଙ୍କୁ  ମହାପ୍ରଭୁଙ୍କ ଉଦେଶ୍ୟରେ ଏକ କିଲୋ ଷାଠିଏ ଗ୍ରାମ ଓଜନର ଦୁଇଗୋଟି ସୁବର୍ଣ୍ଣ   ତିଳକ ଦାନ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ମୁଖ୍ୟ ପ୍ରଶାସକ ଶ୍ରୀଯୁକ୍ତ ଦାସ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ପ୍ରଦାନ ପୂର୍ବକ ଦାତାଙ୍କୁ ସଂମାନିତ କରିଥିଲେ ।

LEAVE A REPLY

Please enter your comment!
Please enter your name here