ଭେଟେରାନ ମହମଦ ସହାଜଦ ଅଲି ଏକ ସଡକ ଦୁର୍ଘଟଣା ର ଶିକାର ହୋଇ ଅଜି ସକାଳ 4 ଟା ରେ ଶେଷ ନିଶ୍ୱାସ ତ୍ୟାଗ କଲେ

0
418
ଭେଟେରାନ ମହମଦ ସହାଜଦ ଅଲି ଏକ ସଡକ ଦୁର୍ଘଟଣା ର ଶିକାର ହୋଇ ଅଜି ସକାଳ 4 ଟା ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ l ଅଲ ଓଡିଶା ଭେଟେରାନ ସୋଲଜର୍ସ ଆଶ୍ସୋସିଏସନ ଖୋର୍ଦ୍ଧା ର ସଭାପତି ଭେଟେରାନ ପଞ୍ଚାନନ ସୁବୁଦ୍ଧି ଓ ସମ୍ପାଦକ ରତ୍ନାକର ଗୁମାନସିଂହ ଏବଂ ବାଙ୍କୀ ଏକ୍ସସର୍ଭିସ ଆଶ୍ସୋସିଏସନ ର ସଭାପତି ଭେଟେରାନ ବ୍ରଜ ବନ୍ଧୁ ପଣ୍ଡା ଓ ଅନ୍ୟ ସଦସ୍ୟ ମାନେ ତାଙ୍କ ଗାଁ ନରଗଁ ଆସି ତାଙ୍କୁ ରାଷ୍ଟ୍ରୟ ମର୍ଯ୍ୟାଦା ଦେବା ସହିତ ଜାତୀୟ ପତାକା ଚଢାଇ ଥେଲେ l ଶେଷ କୃତ୍ୟ ସମାପ୍ତ ହେବ ପରେ ଜାତୀୟ ପତାକା କୁ ତାଙ୍କ ପରିବାରକୁ ହସ୍ତାନ୍ତର କରିଥିଲେ

By Our Correspondent

BHUBANESWAR:   ଭାରତୀୟ ସେନା ର ପୂର୍ବ ପାରମ୍ପରା ଅନୁଯାଇ ଯଦି କୌଣସି ସୈନିକ ଓ ଭେଟେରାନ ସୈନିକ ଦେହାନ୍ତ ହୋଇ ଯାଏ, ତାଙ୍କୁ ରାଷ୍ଟ୍ରୟ ମାର୍ଜଦା ସହିତ ଶେଷ କୃତ ସମ୍ପୂର୍ଣ କରାଯାଏ l ଯେଉଁ ସୈନିକ ମାନେ ସେବାରେ ଥାନ୍ତି ସମାନଙ୍କୁ ତାଙ୍କର ୟୁନିଟ ଓ ଯେଉଁ ମାନେ ସେବାନିବୃ ସେମାନଙ୍କୁ ପାଖରେ ଥିବା ସେନା ଛାଉଣୀ କିମ୍ଵା ଭେଟେରାନ ଆଶ୍ସୋସିଏସନ ତରଫରୁ ଜାତୀୟ ପତାକା ଓଢ଼େଇ ସଲାମ ଦିଆଯାଏ l

ଏହି ସନ୍ମାନ କେବଳ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ସେନା ର ପ୍ରତେକ ଯବାନ ଙ୍କୁ ଦିଆଯାଏ l

ଭେଟେରାନ ମହମଦ ସହାଜଦ ଅଲି ଏକ ସଡକ ଦୁର୍ଘଟଣା ର ଶିକାର ହୋଇ ଅଜି ସକାଳ 4 ଟା ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ l ଅଲ ଓଡିଶା ଭେଟେରାନ ସୋଲଜର୍ସ ଆଶ୍ସୋସିଏସନ ଖୋର୍ଦ୍ଧା ର ସଭାପତି  ଭେଟେରାନ ପଞ୍ଚାନନ ସୁବୁଦ୍ଧି ଓ ସମ୍ପାଦକ ରତ୍ନାକର ଗୁମାନସିଂହ ଏବଂ ବାଙ୍କୀ ଏକ୍ସସର୍ଭିସ ଆଶ୍ସୋସିଏସନ ର ସଭାପତି  ଭେଟେରାନ ବ୍ରଜ ବନ୍ଧୁ ପଣ୍ଡା ଓ ଅନ୍ୟ ସଦସ୍ୟ ମାନେ ତାଙ୍କ ଗାଁ ନରଗଁ ଆସି ତାଙ୍କୁ ରାଷ୍ଟ୍ରୟ ମର୍ଯ୍ୟାଦା ଦେବା ସହିତ ଜାତୀୟ ପତାକା ଚଢାଇ ଥେଲେ l ଶେଷ କୃତ୍ୟ ସମାପ୍ତ ହେବ ପରେ ଜାତୀୟ ପତାକା କୁ ତାଙ୍କ ପରିବାରକୁ ହସ୍ତାନ୍ତର କରିଥିଲେ l

LEAVE A REPLY

Please enter your comment!
Please enter your name here