ଭୁବନେଶ୍ବର ମହାନଗର ନିଗମର କର୍ପୋରେଟରଙ୍କର ମିଟିଂ ଭତ୍ତା ବୃଦ୍ଧି ହୋଇଛି, ପ୍ରତି କର୍ପୋରେସନ ମିଟିଂ ପିଛା କର୍ପୋରେଟରଙ୍କୁ ୧୦ ହଜାର ଟଙ୍କା ମିଳିବ

0
195

By Our Correspondent

BHUBANESWAR:  ଭୁବନେଶ୍ବର ମହାନଗର ନିଗମର କର୍ପୋରେଟରଙ୍କର ମିଟିଂ ଭତ୍ତା ବୃଦ୍ଧି ହୋଇଛି। ପ୍ରତି କର୍ପୋରେସନ ମିଟିଂ ପିଛା କର୍ପୋରେଟରଙ୍କୁ ୧୦ ହଜାର ଟଙ୍କା ମିଳିବ।

କର୍ପୋରେସନ ମିଟିଂ ପାଇଁ ମେୟର ଭତ୍ତା ୫୦ ହଜାର ଟଙ୍କା ହୋଇଥିବାବେଳେ ଡେପୁଟି ମେୟର ପାଇବେ ୨୫ ହଜାର ଟଙ୍କା।

ସମସ୍ତ ଭତ୍ତା ବିଏମସି ପ୍ରଦାନ କରିବ ବୋଲି ବିଏମସି କମିସନର ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here