ଭାରତୀୟ ଜନତା ପାର୍ଟି ରାଜ୍ୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ, ବିଜେଡିର ପୂର୍ବତନ ରାଜ୍ୟ ସମ୍ପାଦକ ସନ୍ତୋଷ ଜେନା. କଂଗ୍ରେସର ନେତ୍ରୀ ରଶ୍ମି ମହାପାତ୍ର, KIITର ପୂର୍ବତନ ପ୍ରଫେସର ଡ. ସସ୍ମିତା ସାମନ୍ତ, ପୂର୍ବତନ ବ୍ଲକ ସଭାପତି ଚିତ୍ତରଞ୍ଜନ ପଟ୍ଟନାୟକ ଦଳରେ ସାମିଲ୍

0
107

By Our Correspondent

BHUBANESWAR:  ଭାରତୀୟ ଜନତା ପାର୍ଟି ରାଜ୍ୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ.ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଦୃଢ ନେତୃତ୍ୱ ଏବଂ ଭାରତୀୟ ଜନତା ପାର୍ଟିର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିର ପୂର୍ବତନ ରାଜ୍ୟ ସମ୍ପାଦକ ସନ୍ତୋଷ ଜେନା.

କଂଗ୍ରେସର ବରିଷ୍ଠ ନାରୀ ନେତ୍ରୀ ରଶ୍ମି ମହାପାତ୍ର, KIITର ପୂର୍ବତନ ପ୍ରଫେସର ଡ. ସସ୍ମିତା ସାମନ୍ତ, ପୂର୍ବତନ ବ୍ଲକ ସଭାପତି ଚିତ୍ତରଞ୍ଜନ ପଟ୍ଟନାୟକ, ସମାଜସେବୀ ସଂଯୁକ୍ତା ମାହାଲା, ବରିଷ୍ଠ ବିଜେଡି ନେତା ତୃଷାର ମିଶ୍ରଙ୍କ ସମେତ ଅନେକ କାର୍ଯ୍ୟକର୍ତ୍ତା  ଦଳରେ ସାମିଲ୍ ହେଲେ ।

 

LEAVE A REPLY

Please enter your comment!
Please enter your name here