ଭଦ୍ରକ ଜିଲ୍ଲା ବିଜେଡ଼ିର ଉପ ସଭାପତି ଅଶିତ ପଟ୍ଟନାୟକ କଂଗ୍ରେସ ଦଳରେ

0
39

By Our Correspondent

BHUBANESWAR: ଆଜି ଭଦ୍ରକ ଜିଲ୍ଲା ବିଜେଡ଼ିର ଉପ ସଭାପତି ଅଶିତ ପଟ୍ଟନାୟକ ତାଙ୍କ ହଜାର ହଜାର ସମର୍ଥକ, ପଞ୍ଚାୟତ ସ୍ତରୀୟ ବହୁ ଜନ ପ୍ରତିନିଧି ଏବଂ କର୍ମକର୍ତ୍ତାଙ୍କ ସହ ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଚରଣ ଦାସ, ଉପାଧ୍ୟକ୍ଷ ନବଜ୍ୟୋତି ପଟ୍ଟନାୟକ , ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, କଟକ ଜିଲ୍ଲା ସଭପତି ମାନସ ଚୌଧୁରୀ ଏବଂ ଭୁବନେଶ୍ଵର ଜିଲ୍ଲା ସଭାପତି ବିଶ୍ୱଜିତ ଦାଶଙ୍କ ଉପସ୍ଥିତିରେ କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି।

 

LEAVE A REPLY

Please enter your comment!
Please enter your name here