ବେଳ ଗଡ଼ୁଛି, ଉତ୍କଣ୍ଠା ବଢୁଛି, ବଡ଼ଦାଣ୍ଡରେ ମହାପ୍ରଭୁଙ୍କୁ ଦେଖିବା ପାଇଁ ମନ ଆତୁର ହେଉଛି, ଜୟ ଜଗନ୍ନାଥ, Tweeted Naveen Patnaik

0
552
‘ବେଳ ଗଡ଼ୁଛି, ଉତ୍କଣ୍ଠା ବଢୁଛି। ବଡ଼ଦାଣ୍ଡରେ ମହାପ୍ରଭୁଙ୍କୁ ଦେଖିବା ପାଇଁ ମନ ଆତୁର ହେଉଛି। ଜୟ ଜଗନ୍ନାଥ’ tweeted Odisha Chief Minister Naveen Patnaik on Sunday.

By Our Correspondent

BHUBANESWAR:  ‘ବେଳ ଗଡ଼ୁଛି, ଉତ୍କଣ୍ଠା ବଢୁଛି। ବଡ଼ଦାଣ୍ଡରେ ମହାପ୍ରଭୁଙ୍କୁ ଦେଖିବା ପାଇଁ ମନ ଆତୁର ହେଉଛି। ଜୟ ଜଗନ୍ନାଥ’ tweeted Odisha Chief Minister Naveen Patnaik on Sunday.

ରାଵିଵର ସକାଳ ଘ.୮.୦୦ ଟିକା ଠାରୁ ନୀଳାଦ୍ରି ଭକ୍ତ ନିବାସ ଠାରେ ନବଯୌବନ ଦର୍ଶନ ର ପରିମାଣିକ ଟିକେଟ ଶେଷ ହେବା ପର୍ଯ୍ୟନ୍ତ ବିକ୍ରୟ . ପ୍ରତି ଟିକେଟ ର ମୂଲ୍ୟ ଟ. ୧୦୦/.

ତିନିରଥର ନିର୍ମାଣ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ, ନିର୍ମାଣକାରୀ ସେବକ ମାନଙ୍କ ଉତ୍ସ।ହ ଉଦିପନା କୁ ବଢ଼ାଇ ଦେଇଛନ୍ତି ପ୍ରତି ବିଭାଗର ମୁଖ୍ୟ ନିର୍ମାଣକାରୀ ସେବକ ମାନେ। ରଥର  ପ୍ରତ୍ୟେକ ଅଂଶକୁ ତନ ତନ କରି ନିରୀକ୍ଷଣ କରି ତ୍ରୁଟି ସୁଧାରୁଛନ୍ତି। ଆଉମାତ୍ର ଆଉ କେତେ ଘଣ୍ଟା ସିଂହଦ୍ୱାରେ ପହଞ୍ଚିବ ତିନିରଥ। ନିର୍ମାଣ କାର୍ଯ୍ୟ  ଧୃତ ଗତିରେ ଆଗେଇ ଚାଲିଛି.

LEAVE A REPLY

Please enter your comment!
Please enter your name here