ବୁଧବାର ବୈଶାଖ:କୃଷ୍ଣ ଅମାବାସ୍ୟା ତିଥି ଶ୍ରୀବିଗ୍ରହମାନଙ୍କ ‘ଵନକଲାଗି’ ନୀତି, ଆପାତତଃ ସନ୍ଧ୍ୟା ଘ.୬.୦୦ ଟିକା ଠାରୁ ରାତ୍ର ଘ.୧୨.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ

0
95

By Our Correspondent

BHUBANESWAR:  ଆସନ୍ତାକାଲି ତା୮.୫.୨୦୨୪ ରିଖ ବୁଧବାର ବୈଶାଖ:କୃଷ୍ଣ ଅମାବାସ୍ୟା ତିଥି ଶ୍ରୀବିଗ୍ରହମାନଙ୍କ *ଵନକଲାଗି* ନୀତି ଅନୁଷ୍ଠିତ ହେବ ।

ତତ୍ ସହିତ ଅନବସର ପିଣ୍ଡିରେ ଅନବସର ନୀତି ସଂମ୍ପୃକ୍ତ କେତେକ ଆନୁଷଙ୍ଗିକ କାର୍ଯ୍ୟ ମଧ୍ୟ ସମ୍ପାଦିତ ହେବ ।

ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ସନ୍ଧ୍ୟା ଘ.୬.୦୦ ଟିକା ଠାରୁ ରାତ୍ର ଘ.୧୨.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।

LEAVE A REPLY

Please enter your comment!
Please enter your name here