ବୁଧବାର ଫାଲଗୁନ ଶୁକ୍ଳ ଚତୁର୍ଥୀ ତିଥି ଶ୍ରୀ ବିଗ୍ରହମାନଙ୍କ ‘ବାନକ ଲାଗି’ ନୀତି ଅନୁଷ୍ଠିତ ହେବ, ଆପାତତଃ ସନ୍ଧ୍ୟା ଘ.୬.୦୦ ଟିକା ରୁ ରାତ୍ର ଘ.୯.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ

0
245

By Our Correspondent

PURI/BHUBANESWAR:    ଆସନ୍ତାକାଲି ତା୧୩.୩.୨୦୨୪ ରିଖ, ବୁଧବାର ଫାଲଗୁନ..ଶୁକ୍ଳ ଚତୁର୍ଥୀ ତିଥି ଶ୍ରୀ ବିଗ୍ରହମାନଙ୍କ ‘ବାନକ ଲାଗି’ ନୀତି ଅନୁଷ୍ଠିତ ହେବ ।

ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ସନ୍ଧ୍ୟା ଘ.୬.୦୦ ଟିକା ରୁ ରାତ୍ର ଘ.୯.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।

 

LEAVE A REPLY

Please enter your comment!
Please enter your name here