ବୁଧବାର ଚୈତ୍ର:ଶୁକ୍ଳ ଦ୍ୱିତୀୟା ତିଥି ଶ୍ରୀ ବିଗ୍ରହମାନଙ୍କ ‘ବନକ ଲାଗି’ ନୀତି, ଆପାତତଃ ସନ୍ଧ୍ୟା ଘ.୬.୦୦ ଟିକା ରୁ ରାତ୍ର ଘ.୧୦.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ

0
119

By Our Correspondent

PURI:  ଆସନ୍ତାକାଲି ତା୧୦.୪.୨୦୨୪ ରିଖ, ବୁଧବାର ଚୈତ୍ର:ଶୁକ୍ଳ ଦ୍ୱିତୀୟା ତିଥି ଶ୍ରୀ ବିଗ୍ରହମାନଙ୍କ ‘ବନକ ଲାଗି’ ନୀତି ଅନୁଷ୍ଠିତ ହେବ ।

ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ସନ୍ଧ୍ୟା ଘ.୬.୦୦ ଟିକା ରୁ ରାତ୍ର ଘ.୧୦.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।

 

LEAVE A REPLY

Please enter your comment!
Please enter your name here