ବୁଧବାର କାର୍ତ୍ତିକ-କୃଷ୍ଣ ଦଶମୀ ମଳ ତିଥି ଶ୍ରୀବିଗ୍ରହମାନଙ୍କ ‘ବନକଲାଗି  ନୀତି’ ଅନୁଷ୍ଠିତ ହେବ, ଅପରାହ୍ନ ଘ.୫.୦୦ ଟିକା ରୁ ରାତ୍ର ଘ.୯.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ

0
207

By Our Correspondent  

PURI:    ଆସନ୍ତାକାଲି ତା୮.୧୧.୨୦୨୩, ରିଖ ବୁଧବାର କାର୍ତ୍ତିକ-କୃଷ୍ଣ ଦଶମୀ ମଳ ତିଥି ଶ୍ରୀବିଗ୍ରହମାନଙ୍କ ‘ବନକଲାଗି  ନୀତି’ ଅନୁଷ୍ଠିତ ହେବ ।   

ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ଅପରାହ୍ନ ଘ.୫.୦୦ ଟିକା ରୁ ରାତ୍ର ଘ.୯.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।

LEAVE A REPLY

Please enter your comment!
Please enter your name here