ବିଭିନ୍ନ ଧର୍ମାନୁଷ୍ଠାନ ଗୁଡିକର ପୁନରୁଦ୍ଧାର ଏବଂ ସୌନ୍ଦରଜିକରଣ ପାଇଁ ସରକାରୀ ଅନୁଦାନ ନିମନ୍ତେ 5T ଓ ନବୀନ ଓଡ଼ିଶା ର ଅଧ୍ୟକ୍ଷ ଭି କେ ପାଣ୍ଡିଆନଙ୍କୁ ନିବେଦନ

0
221
ବିଭିନ୍ନ ଧର୍ମାନୁଷ୍ଠାନ ଗୁଡିକର ପୁନରୁଦ୍ଧାର ଏବଂ ସୌନ୍ଦରଜିକରଣ ପାଇଁ ସରକାରୀ ଅନୁଦାନ ନିମନ୍ତେ 5T ଓ ନବୀନ ଓଡ଼ିଶା ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଭି କେ ପାଣ୍ଡିଆନଙ୍କୁ ନିବେଦନ

By Our Correspondent

BHUBANESWAR:  ଆଜି ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀର ବିଭିନ୍ନ ୱାର୍ଡର ସମସ୍ତ ବରିଷ୍ଠ ନାଗରିକ ,ଯୁବ,ଛାତ୍ର,ମହିଳା, ତଥା ଦଳର ପଦାଧିକାରୀ ମାନେ 5T ଓ ନବୀନ ଓଡ଼ିଶା ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଭି କେ ପାଣ୍ଡିଆନଙ୍କୁ ଭେଟି ଅଞ୍ଚଳର ବିଭିନ୍ନ ଧର୍ମାନୁଷ୍ଠାନ ଗୁଡିକର ପୁନରୁଦ୍ଧାର ଏବଂ ସୌନ୍ଦରଜିକରଣ ପାଇଁ ସରକାରୀ ଅନୁଦାନ ନିମନ୍ତେ ନିବେଦନ କରିଛନ୍ତି.

LEAVE A REPLY

Please enter your comment!
Please enter your name here