ବିଧାନସଭାର ଗୁରୁତ୍ୱପୂର୍ଣ୍ଣ ବଜେଟ୍ ଅଧିବେଶନ ସମୟରେ ମୁଖ୍ୟମନ୍ତ୍ରୀଙ୍କ ମୁମ୍ବାଇ ଗସ୍ତ ରାଜ୍ୟ ପାଇଁ ଲଜ୍ଜ୍ୟାଜନକ ଖବର, says Jayanarayan Mishra

0
293

By Our Correspondent

BHUBANESWAR:   ବିଧାନସଭାର ଗୁରୁତ୍ୱପୂର୍ଣ୍ଣ ବଜେଟ୍ ଅଧିବେଶନ ସମୟରେ ମୁଖ୍ୟମନ୍ତ୍ରୀଙ୍କ ମୁମ୍ବାଇ ଗସ୍ତ ରାଜ୍ୟ ପାଇଁ ଲଜ୍ଜ୍ୟାଜନକ ଖବର। ମୁଖ୍ୟମନ୍ତ୍ରୀଙ୍କ ତଥାକଥିତ ମାନସ ପୁତ୍ରଙ୍କ ଉପରେ ଯେଉଁ ଧାରଣା ସାଧାରଣ ଲୋକଙ୍କ ଭିତରେ ତିଆରି ହୋଇଛି, ସେହି ଛବିକୁ ଠିକ୍ କରିବା ପାଇଁ ମୁମ୍ବାଇ ଗସ୍ତ ନୁହେଁ ତ?  said,  ବିରୋଧୀ ଦଳ ନେତା ଶ୍ରୀ Jayanarayan Mishra.

ଆଇନଶୃଙ୍ଖଳା, ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ସୀମା ବିବାଦ ଓ ରାଜ୍ୟ ବଜେଟର ଗୁରୁତ୍ୱପୂର୍ଣ୍ଣ ଚର୍ଚ୍ଚା ଚାଲୁଥିବା ସମୟରେ ବିଧାନସଭାରେ ନରହି ପ୍ରାୟୋଜିତ ପୁରସ୍କାର ହାତେଇବା ପାଇଁ ମୁଖ୍ୟମନ୍ତ୍ରୀ ତଥାକଥିତ ମାନସ ପୁତ୍ରଙ୍କ ସହ ମୁମ୍ବାଇ ଗସ୍ତ କରିବା ଗଣତନ୍ତ୍ର ପାଇଁ ଶୁଭ ଲକ୍ଷଣ ନୁହେଁ।, Mishra said.

ପାଞ୍ଚ ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ହେଲା ପରେ ବି ତାଙ୍କ ଦାୟିତ୍ୱରେ ଥିବା ଗୃହ ବିଭାଗର ତଥ୍ୟନୁସାରେ ୨୦୨୨ରେ ରାଜ୍ୟରେ ୧୩୭୯ ହତ୍ୟା ଏବଂ ୩୧୮୪ ଧର୍ଷଣ କେସ୍ ରୁଜୁ ହୋଇଛି, ଏଥିରୁ ଜଣାପଡୁଛି ରାଜ୍ୟରେ ଦୈନିକ ହାରାହାରି ୪ଟି ହତ୍ୟା ଏବଂ ୧୦ଟି ଧର୍ଷଣ ଘଟୁଛି, Mishra added.

LEAVE A REPLY

Please enter your comment!
Please enter your name here