ବିଜେପି ନିର୍ବାଚନ ପରିଚାଳନା କମିଟି ବୈଠକ ଅନୁଷ୍ଠିତ

0
123

By Our Correspondent

BHUBANESWAR:  ଓଡିଶାରେ ଏକକାଳୀନ ବିଧାନସଭା ଏବଂ ଲୋକସଭା ନିର୍ବାଚନ ପରିପ୍ରେକ୍ଷୀରେ ରାଜ୍ୟ ନିର୍ବାଚନ ପରିଚାଳନା କମିଟି ବୈଠକ ଅଜି ଭୁବନେଶ୍ଵର ସ୍ଥିତ ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି ।

ଏହି ବୌଠକରେ ରାଜ୍ୟ ସଭାପତି ଶ୍ରୀ Manmohan Samal , ରାଜ୍ୟ ପ୍ରଭାରୀ ଶ୍ରୀ Vijaypal Singh Tomar , କେନ୍ଦ୍ରମନ୍ତ୍ରୀ ଶ୍ରୀ Dharmendra Pradhan , ଶ୍ରୀ Bishweswar Tudu , ସହ-ପ୍ରଭାରୀ ସୁଶ୍ରୀ Lata Usendi  ପ୍ରମୁଖ ଉପସ୍ଥିତ ରହି ନିର୍ବାଚନ ପରିଚାଳନା ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରିଥିଲେ ।

MPs Jual Oram, Pratap Sarangi, Suresh Pujari, senior leaders Dr Sambit Patra, Manas Mohanty, Samir Mohanty ଉପସ୍ଥିତ ଥିଲେ.

LEAVE A REPLY

Please enter your comment!
Please enter your name here