ବିଜୁ ଜନତା ଦଳ ଅତିରିକ୍ତ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଜଣାଇବା ସହ ସମ୍ପୃକ୍ତ ରେଳ ବିଭାଗ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି

0
79

By Our Correspondent

BHUBANESWAR: ଖୋର୍ଦ୍ଧାର ଟାଙ୍ଗିଠାରେ ବିଜେପିର ନିର୍ବାଚନ ସଭାରେ ରେଲୱେ କର୍ମଚାରୀ ସାମିଲ ହେବା ନିର୍ବାଚନ ଆଚରଣ ବିଧିର ଖୋଲା ଉଲ୍ଲଂଘନ।

ନିର୍ବାଚନକୁ ସ୍ବଚ୍ଛ ଓ ଶ୍ରୁଙ୍ଖଳିତ କରିବାକୁ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବାବେଳେ ଏହାର ଉଲ୍ଲଂଘନ ନେଇ ବିଜୁ ଜନତା ଦଳ ଅତିରିକ୍ତ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଜଣାଇବା ସହ ସମ୍ପୃକ୍ତ ରେଳ ବିଭାଗ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି.

 

LEAVE A REPLY

Please enter your comment!
Please enter your name here