ବିଏସକେୱାଇ ନବୀନ୍ କାର୍ଡ-ପଞ୍ଜୀକରଣ ପ୍ରକ୍ରିୟା ଜାନୁଆରୀ ୬ ରୁ ଜାନୁଆରୀ ୧୬ ପର୍ଯ୍ୟନ୍ତ ଜାରି ରହିବ

0
189

By Our Correspondent

BHUBANESWAR:   ବିଏସକେୱାଇ ନବୀନ୍ କାର୍ଡ – ଗ୍ରାମାଞ୍ଚଳର ସବୁ ପରିବାର ପାଇଁ ବିନା ମୂଲ୍ଯରେ ଉତ୍ତମ ସ୍ବାସ୍ଥ୍ୟସେବା ସୁବିଧା।

ଏଥିରେ ସବୁ ଗ୍ରାମୀଣ ପରିବାରକୁ ଅନ୍ତର୍ଭୁକ୍ତ କରିବାକୁ ସରକାରଙ୍କ ଲକ୍ଷ୍ୟ ରହିଥିବାବେଳେ ଆବେଦନକାରୀ http://bskynabin.Odisha.gov.in ରେ ଆବେଦନ କରିପାରିବେ। ପଞ୍ଜୀକରଣ ପ୍ରକ୍ରିୟା ୬ ଜାନୁଆରୀ ୨୦୨୪ ରୁ ୧୬ ଜାନୁଆରୀ ୨୦୨୪ ପର୍ଯ୍ୟନ୍ତ ଜାରି ରହିବ।

LEAVE A REPLY

Please enter your comment!
Please enter your name here