ବରିଷ୍ଠ ଶଲ୍ୟ ଚିକିତ୍ସକ ଓ ସମାଜସେବୀ ଡ.ବିଶ୍ୱନାଥ ପଟ୍ଟନାୟକଙ୍କୁ “ଅଟଳ ସେବା ସମ୍ମାନ -୨୦୨୩” ସମ୍ମାନରେ ସମ୍ମାନୀତ କରାଯାଇଛି

0
257
ଏହି ଅବସରରେ ବରିଷ୍ଠ ଶଲ୍ୟ ଚିକିତ୍ସକ ଓ ସମାଜସେବୀ ଡ.ବିଶ୍ୱନାଥ ପଟ୍ଟନାୟକଙ୍କୁ “ଅଟଳ ସେବା ସମ୍ମାନ -୨୦୨୩” ସମ୍ମାନରେ ସମ୍ମାନୀତ କରାଯାଇଛି । ବରିଷ୍ଠ ଅଧ୍ୟାପିକା, କବୟତ୍ରୀ ଏବଂ ଅନୁବାଦିକା ଡ.ସ୍ମରପ୍ରିୟା ମିଶ୍ରଙ୍କୁ “ଅଟଳ କବିତା ସମ୍ମାନ -୨୦୨୩” ରେ ପ୍ରଦାନ କରାଯିବା ସହ ବରିଷ୍ଠ ରାଜନେତା, ସମାଜସେବୀ ଏବଂ ପୂର୍ବତନ ଜିଲ୍ଲା ସଭାପତି, ଭାରତୀୟ ଜନସଂଘ କେନ୍ଦୁଝର ଜିଲ୍ଲାର ଶ୍ରୀଯୁକ୍ତ କ୍ଷୀରୋଦ ପ୍ରସାଦ ସ୍ୱାଇଁଙ୍କୁ ମଧ୍ୟ “ଅଟଳ ସମ୍ମାନ-୨୦୨୩”ରେ ସମ୍ମାନୀତ କରାଯାଇଛି

By Our Correspondent

BHUBANESWAR:  ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୯୯ ତମ ଜୟନ୍ତୀ ଅବସରରେ ରାଜ୍ୟ ମୁଖ୍ୟାଳୟଠାରେ ବିରୋଧୀ ଦଳ ନେତା Jayanarayan Mishra, ଓ ପୂର୍ବତନ ରାଜ୍ୟ ସଭାପତି Samir Mohanty  ଏବଂ ବରିଷ୍ଠ ନେତୃବୃନ୍ଦଙ୍କ ଉପସ୍ଥିତିରେ ଆଜି ୮ମ ଅଟଳ ସମ୍ମାନ-୨୦୨୩ ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ବରିଷ୍ଠ ଶଲ୍ୟ ଚିକିତ୍ସକ ଓ ସମାଜସେବୀ ଡ.ବିଶ୍ୱନାଥ ପଟ୍ଟନାୟକଙ୍କୁ “ଅଟଳ ସେବା ସମ୍ମାନ -୨୦୨୩” ସମ୍ମାନରେ ସମ୍ମାନୀତ କରାଯାଇଛି ।

 ବରିଷ୍ଠ ଅଧ୍ୟାପିକା, କବୟତ୍ରୀ ଏବଂ ଅନୁବାଦିକା ଡ.ସ୍ମରପ୍ରିୟା ମିଶ୍ରଙ୍କୁ “ଅଟଳ କବିତା ସମ୍ମାନ -୨୦୨୩” ରେ ପ୍ରଦାନ କରାଯିବା ସହ ବରିଷ୍ଠ ରାଜନେତା, ସମାଜସେବୀ ଏବଂ ପୂର୍ବତନ ଜିଲ୍ଲା ସଭାପତି, ଭାରତୀୟ ଜନସଂଘ କେନ୍ଦୁଝର ଜିଲ୍ଲାର ଶ୍ରୀଯୁକ୍ତ କ୍ଷୀରୋଦ ପ୍ରସାଦ ସ୍ୱାଇଁଙ୍କୁ ମଧ୍ୟ “ଅଟଳ ସମ୍ମାନ-୨୦୨୩”ରେ ସମ୍ମାନୀତ କରାଯାଇଛି.

LEAVE A REPLY

Please enter your comment!
Please enter your name here