ପ୍ରଥମ ସପ୍ତାହରେ ସମ୍ଭାବନା 68 ରୁ 100% ଥିବାବେଳେ ଦ୍ୱିତୀୟ ସପ୍ତାହ ବେଳକୁ ଗ୍ରୀଷ୍ମପ୍ରବାହ ନିମନ୍ତେ ମଧ୍ୟମ ଧରଣର ସମ୍ଭାବନା ସହ 34 ରୁ 67% ସମ୍ଭାବନା ରହିଛି

0
75

By Our Correspondent

BHUBANESWAR: ବିସ୍ତାରିତ ପରିସର ଆକଳନ ଅନୁଯାୟୀ ରାଜ୍ୟରେ ଆଗାମୀ 2 ସପ୍ତାହ ଯାଏଁ ଗ୍ରୀଷ୍ମପ୍ରବାହ ପରିସ୍ତିତି ଲାଗିରହିବାର ସମ୍ଭାବନା ରହିଛି l ପ୍ରଥମ ସପ୍ତାହରେ ସମ୍ଭାବନା 68 ରୁ 100% ଥିବାବେଳେ ଦ୍ୱିତୀୟ ସପ୍ତାହ ବେଳକୁ ଗ୍ରୀଷ୍ମପ୍ରବାହ ନିମନ୍ତେ ମଧ୍ୟମ ଧରଣର ସମ୍ଭାବନା ସହ 34 ରୁ 67% ସମ୍ଭାବନା ରହିଛି |

ଆଜି ଦିନ ୧୧ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା

ଝାରସୁଗୁଡା: ୪୦.୪ , ସମ୍ବଲପୁର: ୪୦, କେନ୍ଦୁଝର: ୪୦ , ଚାନ୍ଦବାଲି: ୩୯.୬ , ଭୁବନେଶ୍ୱର: ୩୯.୨, ହୀରାକୁଦ: ୩୯.୨, ବାଲେଶ୍ୱର: ୩୯ , ରାଉରକେଲା: ୩୮.୮ , ପୁରୀ: ୩୪.୨, ପାରାଦୀପ: ୩୩.୪ , ଗୋପାଳପୁର: ୩୩.୪.

ଆଜି ସକାଳ 8ଟା 30 ସୁଦ୍ଧା ରେକର୍ଡ ତାପମାତ୍ରା

ଭବାନୀପାଟଣ 36.2°C, କେନ୍ଦୁଝର 35.6°C, ତାଳଚେର 35°C,ବାରିପଦା 35°C, ଅନୁଗୁଳ 35°C, ଭୁବନେଶ୍ୱର 33.6°C, ବାଲେଶ୍ୱର 33.6°C, କଟକ 33.2°C, ସମ୍ବଲପୁର 33.2°C, ହୀରାକୁଦ 33°C, ଟିଟିଲାଗଡ଼ 33°C, ବୌଦ୍ଧ 33°C, ଜଗତସିଂହପୁର 33°C, ଚାନ୍ଦବାଲି 32.8°C, ରାଉରକେଲା 32.8°C, ଝାରସୁଗୁଡା 32.6°C.

 

LEAVE A REPLY

Please enter your comment!
Please enter your name here