ପୁରୀ ସହର ରେ ଦକ୍ଷିଣପଶ୍ଚିମ ଦିଗରୁ  ପବନ ଘଣ୍ଟା ପ୍ରତି ବେଗ ୧୫  ରୁ ୧୭  କିମି ସହ ତାପମାତ୍ରା ଦିନ ୨ଟା ୩୦ ସୁଦ୍ଧା ୩୪ ଡ଼ିଗ୍ରୀ  ଏବଂ ଆଦ୍ରତା ୭୨% ରେକର୍ଡ ହୋଇଛି 

0
406

By Our Correspondent

PURI/BHUBANESWAR:  ରଥ-ଯାତ୍ରା ସକାଶେ ପାଣିପାଗ ସୂଚନା .ବର୍ତ୍ତମାନ ସୁଦ୍ଧା  ପୁରୀ ସହର ରେ ଦକ୍ଷିଣପଶ୍ଚିମ ଦିଗରୁ  ପବନ ଘଣ୍ଟା ପ୍ରତି ବେଗ ୧୫  ରୁ ୧୭  କିମି ସହ ତାପମାତ୍ରା ଦିନ ୨ଟା ୩୦ ସୁଦ୍ଧା ୩୪ ଡ଼ିଗ୍ରୀ  ଏବଂ ଆଦ୍ରତା ୭୨% ରେକର୍ଡ ହୋଇଛି .

ପୁରୀ ସହର ରେ ବର୍ତମାନ ସମୟରେ ଦକ୍ଷିଣପଶ୍ଚିମ ଦିଗରୁ  ପବନ ଘଣ୍ଟା ପ୍ରତି ବେଗ ୧୦   ରୁ ୧୨   କିମି ସହ ତାପମାତ୍ରା ଦିନ  ୧୧.୩୦ ସୁଦ୍ଧା ୩୫  ଡ଼ିଗ୍ରୀ  ଏବଂ ଆଦ୍ରତା ୬୯% ରେକର୍ଡ ହୋଇଛି  | ପୁରୀ ସହର ରେ ଦକ୍ଷିଣ-ଦକ୍ଷିଣପଶ୍ଚିମ ଦିଗରୁ  ପବନ ଘଣ୍ଟା ପ୍ରତି ବେଗ ୭  ରୁ ୧୦  କିମି ସହ ତାପମାତ୍ରା ସକାଳ ୮.୩୦ ସୁଦ୍ଧା ୩୩.୪ ଡ଼ିଗ୍ରୀ  ଏବଂ ଆଦ୍ରତା ୭୬% ରେକର୍ଡ ହୋଇଛି  |

ଆସନ୍ତା କାଲି ୨୧ ଜୁନ ରେ ଦକ୍ଷିଣ  ଏଏବଂ ଉପକୂଳ ଓଡ଼ିଶାରେ ଓଡିଶା  ବଢିବ ବର୍ଷାର ବିସ୍ତୃତି .୨୨ ରୁ ଉପକୂଳର ଅଧିକାଂଶ ସ୍ଥାନରେ  ହାଲୁକା ରୁ ମାଧ୍ୟମ ଧରଣର ବର୍ଷା ସମ୍ଭାବନା .୨୧ ରେ ଦକ୍ଷିଣ ଓଡ଼ିଶାର କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ ଏଏବଂ ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା  ( ୭ ରୁ ୧୧ ସେମି) ସମ୍ଭାବନା.

୨୨ ରେ ଉତ୍ତର ଉପକୂଳ ସମେତ ପାର୍ଶ୍ଵବର୍ତ୍ତୀ କିଛି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା .୨୩ ଏବଂ ୨୪ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ( ୭ ରୁ ୨୦ ସେମି)ପାଇଁ ଚେତବାନୀ ଜାରି.

ଆଜି ଦିନ ୨ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା

ଝାରସୁଗୁଡା: ୪୦.୮  ଡ଼ିଗ୍ରୀ, ସମ୍ବଲପୁର: ୪୦.୪ ଡ଼ିଗ୍ରୀ, ହୀରାକୁଦ: ୪୦ ଡ଼ିଗ୍ରୀ , ଚାନ୍ଦବାଲି: ୩୮.୨ ଡ଼ିଗ୍ରୀ , ଭୁବନେଶ୍ୱର: ୩୭.୬  ଡ଼ିଗ୍ରୀ, କେନ୍ଦୁଝର: ୩୬ ଡ଼ିଗ୍ରୀ, ବାଲେଶ୍ୱର:୩୫.୨ ଡ଼ିଗ୍ରୀ, ପୁରୀ: ୩୪ ଡ଼ିଗ୍ରୀ, ପାରାଦୀପ:୩୩.୪ ଡ଼ିଗ୍ରୀ , ଗୋପାଳପୁର: ୩୩.୨ ଡ଼ିଗ୍ରୀ.

ଆଜି ଦିନ ୧୧ ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା

ଝାରସୁଗୁଡା: ୩୭.୨ ଡ଼ିଗ୍ରୀ, ଚାନ୍ଦବାଲି: ୩୭ ଡ଼ିଗ୍ରୀ , ଭୁବନେଶ୍ୱର: ୩୬.୮ ଡ଼ିଗ୍ରୀ, ବାଲେଶ୍ୱର:୩୬.୬ ଡ଼ିଗ୍ରୀ, ସମ୍ବଲପୁର: ୩୬ ଡ଼ିଗ୍ରୀ, ପୁରୀ: ୩୫ ଡ଼ିଗ୍ରୀ, କେନ୍ଦୁଝର: ୩୪ ଡ଼ିଗ୍ରୀ , ହୀରାକୁଦ: ୩୩.୪ ଡ଼ିଗ୍ରୀ, ପାରାଦୀପ:୩୩ ଡ଼ିଗ୍ରୀ , ଗୋପାଳପୁର: ୩୨.୬ ଡ଼ିଗ୍ରୀ.

LEAVE A REPLY

Please enter your comment!
Please enter your name here