ପୁରୀରେ ଆଂଶିକ ମେଘା ଛନ୍ନ ସହ ପବନ ଦକ୍ଷିଣ-ଦକ୍ଷିଣପଶ୍ଚିମ ଦିଗରୁ  ଘଣ୍ଟା ପ୍ରତି ବେଗ ୧୦  ରୁ ୧୧  କିମି  ରହିଛି

0
342
ଆଜି ପୁରୀରେ ଆଂଶିକ ମେଘା ଛନ୍ନ ସହ ପବନ ଦକ୍ଷିଣ-ଦକ୍ଷିଣପଶ୍ଚିମ ଦିଗରୁ ଘଣ୍ଟା ପ୍ରତି ବେଗ ୧୦ ରୁ ୧୧ କିମି ରହିଛି ତଥା ଆଦ୍ରତା ଦିନ ୨ ଟା ୩୦ ସୁଦ୍ଧା ୬୬% ଏବଂ ତାପମାତ୍ରା ୩୪.୨ ଡ଼ିଗ୍ରୀ ରେକର୍ଡ ହୋଇଛି

By Our Correspondent

PURI/BHUBANESWAR:  ଆଜି ପୁରୀରେ ଆଂଶିକ ମେଘା ଛନ୍ନ ସହ ପବନ ଦକ୍ଷିଣ-ଦକ୍ଷିଣପଶ୍ଚିମ ଦିଗରୁ  ଘଣ୍ଟା ପ୍ରତି ବେଗ ୧୦  ରୁ ୧୧  କିମି  ରହିଛି ତଥା ଆଦ୍ରତା ଦିନ ୨ ଟା ୩୦ ସୁଦ୍ଧା ୬୬%  ଏବଂ ତାପମାତ୍ରା ୩୪.୨ ଡ଼ିଗ୍ରୀ ରେକର୍ଡ  ହୋଇଛି. ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡିଶା ର କିଛି ଅଞ୍ଚଳକୁ ଅଗ୍ରସର ହେବା ପାଇଁ ପାଗ ଅଗ୍ରସର ପାଇଁ ପାଗ ଅନୁକୂଳ.

ଆଜି ଦିନ ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା

ଝାରସୁଗୁଡା: ୪୦.୮ ଡ଼ିଗ୍ରୀ, ହୀରାକୁଦ: ୩୯ ଡ଼ିଗ୍ରୀ , ସମ୍ବଲପୁର: ୩୮.୮ ଡ଼ିଗ୍ରୀ, ଚାନ୍ଦବାଲି: ୩୭.୨ ଡ଼ିଗ୍ରୀ, ଭୁବନେଶ୍ୱର: ୩୬.୨ ଡ଼ିଗ୍ରୀ, ପୁରୀ:୩୪.୨ ଡ଼ିଗ୍ରୀ, ବାଲେଶ୍ୱର: ୩୩.୬ ଡ଼ିଗ୍ରୀ, ପାରାଦୀପ: ୩୨.୬ ଡ଼ିଗ୍ରୀ, କେନ୍ଦୁଝର: ୩୧.୨ ଡ଼ିଗ୍ରୀ , ଗୋପାଳପୁର: ୩୦.୬ ଡ଼ିଗ୍ରୀ

ଆଜି ଦିନ ୧୧.୩୦ ସୁଦ୍ଧା ରେକର୍ଡ ତାପମାତ୍ରା

ଝାରସୁଗୁଡା: ୩୮.୮ ଡ଼ିଗ୍ରୀ, ସମ୍ବଲପୁର: ୩୭.୬ ଡ଼ିଗ୍ରୀ, ହୀରାକୁଦ: ୩୭.୪ ଡ଼ିଗ୍ରୀ, ଚାନ୍ଦବାଲି: ୩୬ ଡ଼ିଗ୍ରୀ, ପୁରୀ: ୩୩.୮ ଡ଼ିଗ୍ରୀ, ପାରାଦୀପ: ୩୩.୨ ଡ଼ିଗ୍ରୀ, ଭୁବନେଶ୍ୱର: ୩୩.୨ ଡ଼ିଗ୍ରୀ, କେନ୍ଦୁଝର: ୩୧ ଡ଼ିଗ୍ରୀ, ବାଲେଶ୍ୱର: ୩୦ ଡ଼ିଗ୍ରୀ, ଗୋପାଳପୁର: ୨୮.୬ ଡ଼ିଗ୍ରୀ.

LEAVE A REPLY

Please enter your comment!
Please enter your name here