ପଶ୍ଚିମାଝଡ଼ ପ୍ରଭାବରେ  ନୂଆବର୍ଷର  ପ୍ରାରମ୍ଭରୁ  ବର୍ଷା ସମ୍ଭାବନା

0
245
rains-file

By Our Correspondent

BHUBANESWAR:   ପଶ୍ଚିମାଝଡ଼ ପ୍ରଭାବରେ  ନୂଆବର୍ଷର  ପ୍ରାରମ୍ଭରୁ  ବର୍ଷା ସମ୍ଭାବନା . ଜାନୁଆରୀ ପ୍ରଥମ ସପ୍ତାହ ଶେଷ  ବେଳକୁ ରାଜ୍ୟର କିଛି ଜିଲ୍ଲାରେ  ହାଲୁକା ବର୍ଷା ସମ୍ଭାବନା.

ଆଜି ରାଜ୍ୟର ଅଧିକାଂଶ ସ୍ଥାନରେ ରାତ୍ରି ତାପମାତ୍ରା ସ୍ୱାଭାବିକ ଠାରୁ ୨ ରୁ ୪ ଡ଼ିଗ୍ରୀ ଯାଏଁ ଅଧିକ ରେକର୍ଡ, ବାୟୁମଣ୍ଡଳରେ ଜଳୀୟବାଷ୍ପ  ର ମାତ୍ରା ବୃଦ୍ଧି  ତଥା ବାୟୁ ଚଳାଚଳରେ ନିଷ୍କ୍ରିୟତା ତଥା ନିର୍ମଳ ଆକାଶ ହେତୁ କୁହୁଡି ପ୍ରଭାବ ବୃଦ୍ଧି ଏବଂ ଶୀତର ପ୍ରକୋପ କମିଛି.

ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ରାଜ୍ୟର ପାଗ ପ୍ରାୟତଃ ଶୁଖିଲା ରହିବ ଏବଂ ଶୀତ ପ୍ରକୋପ ଜାରି ରହିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

LEAVE A REPLY

Please enter your comment!
Please enter your name here