ପରିଚାଳନା କମିଟି ଏବଂ ଛତିଶାନିଯୋଗଙ୍କ ସୁପାରିଶ ଆଧାରରେ ଶ୍ରୀମନ୍ଦିରର ନାଟ ମଣ୍ଡପରେ ପ୍ରସ୍ତାବିତ ଦର୍ଶନ ବ୍ୟବସ୍ଥା ଅଗ୍ରଗତିର ସମୀକ୍ଷା କରିଛନ୍ତି ମୁଖ୍ୟ ପ୍ରଶାସକ

0
405

By Our Correspondent

PURI/BHUBANESWAR:   ପରିଚାଳନା କମିଟି ଏବଂ ଛତିଶାନିଯୋଗଙ୍କ ସୁପାରିଶ ଆଧାରରେ ଶ୍ରୀମନ୍ଦିରର ନାଟ ମଣ୍ଡପରେ ପ୍ରସ୍ତାବିତ ଦର୍ଶନ ବ୍ୟବସ୍ଥା ଅଗ୍ରଗତିର ସମୀକ୍ଷା କରିଛନ୍ତି ମୁଖ୍ୟ ପ୍ରଶାସକ।

ଓ.ବି.ସି.ସିର ବରିଷ୍ଠ ଅଧିକାରୀଙ୍କୁ ନେଇ ଅନୁଷ୍ଠିତ ଏହି ଜରୁରୀ ବୈଠକରେ ପ୍ରସ୍ତାବିତ ବ୍ୟବସ୍ଥା ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା l ଏ. ଏସ୍. ଆଇ. ଏବଂ ଶ୍ରୀମନ୍ଦିର ବୈଷୟିକ କମିଟି ସହିତ ପରାମର୍ଶ କରି ପ୍ରକଳ୍ପକୁ ଶୀଘ୍ର ଶେଷ କରିବା ପାଇଁ ଓ.ବି.ସି.ସିକୁ ଅନୁରୋଧ କରିଥିଲେ ମୁଖ୍ୟ ପ୍ରଶାସକ l

କାର୍ଯ୍ୟ ସମ୍ପାଦନ ସମୟରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଓବିସିସିକୁ ସମସ୍ତ ଆବଶ୍ୟକୀୟ ସହାୟତା ପ୍ରଦାନ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ l

 

LEAVE A REPLY

Please enter your comment!
Please enter your name here