
By Our Correspondent
BHUBANESWAR: ନବରଙ୍ଗପୁରରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ.ଚାଲିଲା ୪୪ଟି ବସ୍, ଜିଲ୍ଲାର ୧୦ଟି ବ୍ଲକର ସବୁ ପଞ୍ଚାୟତକୁ ଯୋଡିବ ଲକ୍ଷ୍ମୀ.
୫ ଟଙ୍କାରେ ଗାଁରୁ ବ୍ଲକକୁ ଯାଇପାରିବେ- ଉପକୃତ ହେବେ ମହିଳା, ଛାତ୍ରଛାତ୍ରୀ ଓ ଭିନ୍ନକ୍ଷମ. ସାରା ରାଜ୍ୟରେ ଚାଲିବ ୧୦୦୦ରୁ ଅଧିକ ବସ୍ .ଲୋକଙ୍କ ମତାମତକୁ ସମ୍ମାନ ମୋ ସରକାରର ହଲ୍ମାର୍କ, ଲୋକଙ୍କ ମତାମତ ଆଧାରରେ ହେଉଛି ସବୁ ଯୋଜନା.
ନବରଙ୍ଗପୁର ଉପରେ ମୋର ସ୍ୱତନ୍ତ୍ର ଧ୍ୟାନ ଅଛି, ଅନେକ ଭିତ୍ତିଭୂମି କାମ ଚାଲିଛି, ଆଗାମୀ ୩ ବର୍ଷ ମଧ୍ୟରେ ଜିଲ୍ଲାରେ ବ୍ୟାପକ ରୂପାନ୍ତର ଆସିବ.
୩୦ ବର୍ଷ ତଳକୁ ତୁଳନା କଲେ ଆଜି ମା’ମାନଙ୍କ ଜୀବନରେ ଯେଉଁ ରୂପାନ୍ତର ଆସିଛି ତାହା ଅକଳ୍ପନୀୟ, ଏହାର ଶ୍ରେୟ ମୁଖ୍ୟମନ୍ତ୍ରୀଙ୍କ.








![Ministry of Rural Development has notified the Schedule of Permissible Works under the Viksit Bharat – Guarantee for Rozgar and Ajeevika Mission (Gramin) [VB–G RAM G] Act, 2025, providing for 375 permissible works under the new rural works framework](https://indianewsdiary.com/wp-content/uploads/2026/10/Viksit-Bharat-–-Guarantee-for-Rozgar-and-Ajeevika-Mission-Gramin-VB–G-RAM-G-Act-218x150.png)

















