ଦିବ୍ରୁଗଡ଼ରୁ କନ୍ୟାକୁମାରୀ ଯାଉଥିଲା ବିବେକ ଏକ୍ସପ୍ରେସ ଟ୍ରେନର ବଗି ନମ୍ବର S-10ରେ ନିଆଁ

0
342
ବ୍ରହ୍ମପୁର ରେଳ ଷ୍ଟେସନ ନିକଟରେ ଟ୍ରେନରେ ଧୂଆଁ. ଦିବ୍ରୁଗଡ଼ରୁ କନ୍ୟାକୁମାରୀ ଯାଉଥିଲା ବିବେକ ଏକ୍ସପ୍ରେସ ଟ୍ରେନର ବଗି ନମ୍ବର S-10ରେ ନିଆଁ.

By Our Correspondent

BHUBANESWAR: ବ୍ରହ୍ମପୁର ରେଳ ଷ୍ଟେସନ ନିକଟରେ ଟ୍ରେନରେ ଧୂଆଁ. ଦିବ୍ରୁଗଡ଼ରୁ କନ୍ୟାକୁମାରୀ ଯାଉଥିଲା ବିବେକ ଏକ୍ସପ୍ରେସ  ଟ୍ରେନର ବଗି ନମ୍ବର S-10ରେ ନିଆଁ.

ନିଆଁ ଲାଗିବା ପରେ ଭୟରେ ଓହ୍ଲାଇ ପଡ଼ିଲେ ଯାତ୍ରୀ.

LEAVE A REPLY

Please enter your comment!
Please enter your name here