ଦିନ ୧୧.୩୦ ସୁଦ୍ଧା ରେକର୍ଡ ତାପମାତ୍ରା, ଭୁବନେଶ୍ୱର ୩୮.୬ ଡ଼ିଗ୍ରୀ

0
331

By Our Correspondent

BHUBANESWAR:  ଓଡ଼ିଶାରେ ଆଜି ଅସହ୍ୟ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ଜାରି ରହିଛି । ତେବେ ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, ଗଜପତି, ଗଞ୍ଜାମ, କନ୍ଧମାଳ, ନୟାଗଡ, କଟକ, ଢ଼େଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, ଯାଜପୁର, ଭଦ୍ରକ, ବାଲେଶ୍ବର, ନୂଆପଡା ଓ କଳାହାଣ୍ଡି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି ।

ଆଗାମୀ ୨ ରୁ ୩ ଘଣ୍ଟା ମଧ୍ୟରେ କନ୍ଧମାଳ, ଗଞ୍ଜାମ, ଏବଂ ରାୟଗଡା ଜିଲ୍ଲାରେ କାଳବୈଶାଖୀ ପ୍ରଭାବ. ଆଜି ସକାଳ ୮.୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱର ରେ ୩୩.୬ ଡ଼ିଗ୍ରୀ ତାପମାତ୍ରା ରେକର୍ଡ,  ସକାଳ ୧୧.୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱର ରେ ୩୮.୬ ଡ଼ିଗ୍ରୀ ତାପମାତ୍ରା ରେକର୍ଡ.

ଆଜି ଦିନ ୧୧.୩୦ ସୁଦ୍ଧା ରେକର୍ଡ ତାପମାତ୍ରା . ଭୁବନେଶ୍ୱର: ୩୮.୬ ଡ଼ିଗ୍ରୀ, ସମ୍ବଲପୁର: ୩୮.୪ ଡ଼ିଗ୍ରୀ, ଝାରସୁଗୁଡା: ୩୮.୨ ଡ଼ିଗ୍ରୀ, ହୀରାକୁଦ: ୩୮ ଡ଼ିଗ୍ରୀ.

ଚାନ୍ଦବାଲି: ୩୭ ଡ଼ିଗ୍ରୀ, ବାଲେଶ୍ୱର: ୩୭ ଡ଼ିଗ୍ରୀ, କେନ୍ଦୁଝର: ୩୬.୬ ଡ଼ିଗ୍ରୀ , ପୁରୀ: ୩୪.୮ ଡ଼ିଗ୍ରୀ , ପାରାଦ୍ୱୀପ: ୩୩.୪ ଡ଼ିଗ୍ରୀ, ଗୋପାଳପୁର: ୩୩.୪ ଡ଼ିଗ୍ରୀ.

LEAVE A REPLY

Please enter your comment!
Please enter your name here