ଜନଜାତିଙ୍କ ପରମ୍ପରା, ସଂସ୍କୃତି, ଅର୍ଥନୀତି, କଳାକୃତି ତଥା ଦର୍ଶନକୁ ଡିଜିଟାଲ୍ ପ୍ଲାଟଫର୍ମରେ ଯୋଡିବା ପାଇଁ  ଆରମ୍ଭ ହୋଇଛି ଅଭିନବ ପ୍ରୟାସ

0
293
SC and ST Development Department ଅଧିନସ୍ଥ ଆଦିବାସୀ ଭାଷା, ସଂସ୍କୃତି ଏକାଡେମୀ ପକ୍ଷରୁ ଜନଜାତି ଲେଖକ ଲେଖିକାମାନଙ୍କୁ ନେଇ ଆୟୋଜିତ ହୋଇଛି ୪ଦିନିଆ ସମ୍ମିଳନୀ।

By Our Correspondent

BHUBANESWAR: ଜନଜାତିଙ୍କ ପରମ୍ପରା, ସଂସ୍କୃତି, ଅର୍ଥନୀତି, କଳାକୃତି ତଥା ଦର୍ଶନକୁ ଡିଜିଟାଲ୍ ପ୍ଲାଟଫର୍ମରେ ଯୋଡିବା ପାଇଁ  ଆରମ୍ଭ ହୋଇଛି ଅଭିନବ ପ୍ରୟାସ।

 ଜନଜାତି ଲେଖକମାନଙ୍କ ଅପ୍ରକାଶିତ ପାଣ୍ଡୁଲିପି ଡିଜିଟାଲ ପ୍ଲାଟଫର୍ମରେ ପ୍ରକାଶ ପାଇବ।

 ଏଥିପାଇଁ  SC and ST Development Department  ଅଧିନସ୍ଥ ଆଦିବାସୀ ଭାଷା, ସଂସ୍କୃତି ଏକାଡେମୀ ପକ୍ଷରୁ ଜନଜାତି ଲେଖକ ଲେଖିକାମାନଙ୍କୁ ନେଇ ଆୟୋଜିତ ହୋଇଛି ୪ଦିନିଆ ସମ୍ମିଳନୀ।

ଜନଜାତି ଲେଖକମାନଙ୍କ ବିଭିନ୍ନ ଉପାଦେୟ ଲେଖା ଗବେଷକ ତଥା ପାଠକଙ୍କ ନିମନ୍ତେ ସହାୟକ ହୋଇପାରିବ।

LEAVE A REPLY

Please enter your comment!
Please enter your name here