ଜଗନ୍ନାଥ ପରିକ୍ରମା ପ୍ରକଳ୍ପ ବୁଲିବାକୁ ନେଇ ଯାଉଥିବା ବସ୍ ଦୁର୍ଘଟଣା, ଗଡଖୋର୍ଦ୍ଧା ଛକ ନିକଟରେ ବସକୁ ପଛରୁ ପିଟିଲା ହାଇଓ୍ବା ଟ୍ରକ, ୧୮ ଆହତ

0
285
୧୮ ଆହତ, ଖୋର୍ଦ୍ଧା ମେଡ଼ିକାଲରେ ଭର୍ତ୍ତି, ମେଡିକାଲରେ ନୂତନ ଜିଲ୍ଲାପାଳ ଚଞ୍ଚଳ ରାଣା ପହଞ୍ଚି ଆହତଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଲେ। ବସଟି ରାୟଗଡ଼ା ଜିଲ୍ଲା ଗୁଡାରି ଏନଏସିରୁ ୪୨ଜଣ ଯାତ୍ରୀଙ୍କୁ ନେଇ ପୁରୀ ଯାଉଥିଲା।

By Our Correspondent

BHUBANESWAR:  ଜଗନ୍ନାଥ ପରିକ୍ରମା ପ୍ରକଳ୍ପ ବୁଲିବାକୁ ନେଇ ଯାଉଥିବା ବସ୍ ଦୁର୍ଘଟଣା । ଗଡଖୋର୍ଦ୍ଧା ଛକ ନିକଟରେ ବସକୁ ପଛରୁ ପିଟିଲା ହାଇଓ୍ବା ଟ୍ରକ।

 ୧୮ ଆହତ, ଖୋର୍ଦ୍ଧା ମେଡ଼ିକାଲରେ ଭର୍ତ୍ତି, ମେଡିକାଲରେ ନୂତନ ଜିଲ୍ଲାପାଳ ଚଞ୍ଚଳ ରାଣା ପହଞ୍ଚି ଆହତଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଲେ। ବସଟି ରାୟଗଡ଼ା ଜିଲ୍ଲା ଗୁଡାରି ଏନଏସିରୁ ୪୨ଜଣ ଯାତ୍ରୀଙ୍କୁ ନେଇ ପୁରୀ ଯାଉଥିଲା।

LEAVE A REPLY

Please enter your comment!
Please enter your name here