ଚଳିତ ରଥଯାତ୍ରା ପୂର୍ବରୁ ବିଶ୍ଵ ମାନଚିତ୍ରରେ ସର୍ବଶ୍ରେଷ୍ଠ ପରିଚୟ ପାଇବ ଶ୍ରୀକ୍ଷେତ୍ର, ପୁରୀ ଯାଇ ସମସ୍ତ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରୁଛନ୍ତି  5T ସଚିବ ଶ୍ରୀ ଭିକେ ପାଣ୍ଡିଆନ

0
286

By Our Correspondent

PURI/BHUBANESWAR: ଆଗେଇ ଚାଲିଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ । ଚଳିତ ରଥଯାତ୍ରା ପୂର୍ବରୁ ବିଶ୍ଵ ମାନଚିତ୍ରରେ ସର୍ବଶ୍ରେଷ୍ଠ ପରିଚୟ ପାଇବ ଶ୍ରୀକ୍ଷେତ୍ର ।

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ପ୍ରତି ସପ୍ତାହରେ ପୁରୀ ଯାଇ ସମସ୍ତ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରୁଛନ୍ତି 5T ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ।

ଆଜି ପ୍ରାତଃ ପୁରୀ ଅଭିମୁଖେ ଗସ୍ତକରି ଶ୍ରୀଜୀଉଙ୍କ ଦର୍ଶନ କରିବା ସହିତ ସ୍ନାନପୂର୍ଣ୍ଣିମା ପୂର୍ବରୁ ସମସ୍ତ ବିକାଶମୂଳକ କାର୍ଯ୍ୟର ସମ୍ପାଦନ ନିମନ୍ତେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି 5T ସଚିବ ।

LEAVE A REPLY

Please enter your comment!
Please enter your name here