ଚଳିତ ମୌସୁମୀ ଋତୁରେ , ୧ ଜୁନ ରୁ ଆଜି ୧୨ ଜୁଲାଇ ମଧ୍ୟରେ ୨୩୮.୮   ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୩୨୩.୬  ମିମି ତୁଳନାରେ ୨୬  ପ୍ରତିଶତ କମ

0
411
ଚଳିତ ମୌସୁମୀ ଋତୁରେ , ୧ ଜୁନ ରୁ ଆଜି ୧୨ ଜୁଲାଇ ମଧ୍ୟରେ ୨୩୮.୮ ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୩୨୩.୬ ମିମି ତୁଳନାରେ ୨୬ ପ୍ରତିଶତ କମ ରହିଛି.

By Our Correspondent

BHUBANESWAR:  ଚଳିତ ମୌସୁମୀ ଋତୁରେ , ୧ ଜୁନ ରୁ ଆଜି ୧୨ ଜୁଲାଇ ମଧ୍ୟରେ ୨୩୮.୮   ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୩୨୩.୬  ମିମି ତୁଳନାରେ ୨୬  ପ୍ରତିଶତ କମ ରହିଛି.

ଏହି ପରିଧି ମଧ୍ୟରେ  ଦେବଗଡ ଜିଲ୍ଲାରେ ସର୍ବାଧିକ ୪୭୨   ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା   ତୁଳନାରେ ୪୪% ଅଧିକ ରହିଛି.

ସେହିପରି କଳାହାଣ୍ଡି ଜିଲ୍ଲାରେ ୧୩୯.୧  ମିମି ସହ  ସବୁଠାରୁ କମ ପ୍ରତିଶତ ବର୍ଷା ରେକର୍ଡ କରାଯାଇଛି  ଯାହା ସ୍ୱାଭାବିକ ବର୍ଷା ତୁଳନାରେ ୬୪% କମ ରହିଛି

ଗତ ୨୪ ଘଣ୍ଟାରେ ରାଜ୍ୟରେ ୬.୧ ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୯.୬ ମିମି ତୁଳନାରେ ୩୭ ପ୍ରତିଶତ କମ ରହିଛି.

ମୌସୁମୀ ନିମ୍ନ ଚାପ ରେଖା ଆଜି ରାଜସ୍ଥାନର ବିକାନେର ରୁ ବାହାରି   ଗ୍ୱାଲିଓର୍ , ସିଦ୍ଧି, ଗୟା, ମଧ୍ୟ ଦେଇ ପଶ୍ଚିମବଙ୍ଗ ର ବାଲୁରଘାଟ  ରୁ ଉତ୍ତର-ପୂର୍ବଦିଗରେ ଅରୁଣାଚଳ-ପ୍ରଦେଶ  ଯାଏଁ  ଲମ୍ବିଛି |

LEAVE A REPLY

Please enter your comment!
Please enter your name here