ଚଳିତ ବର୍ଷ ମେଟ୍ରିକ ପରୀକ୍ଷାରେ ପାସ ହାର ୯୬.୪୦% ରହିଛି

0
631

By Our Correspondent

CUTTACK/BHUBANESWAR: ଚଳିତ ବର୍ଷ ମେଟ୍ରିକ ପରୀକ୍ଷାରେ ପାସ ହାର ୯୬.୪୦% ରହିଛି। ଛାତ୍ରୀଙ୍କ ପାସ ହାର ୯୭.୦୫% ଓ ଛାତ୍ରଙ୍କ ୯୫.୭୫% ରହିଛି। ଚଳିତ ବର୍ଷ ଏ-୧ରେ ୪୧୫୮ ଜଣ ଛାତ୍ରଛାତ୍ରୀ, ଏ-୨ରେ ୨୯୮୩୮, ବି-୧ରେ ୭୭,୫୬୭ ଏବଂ ବି-୨ରେ ୧,୧୮,୭୫୦ ଜଣ ପାସ୍ ହୋଇଛନ୍ତି।

ମୋଟ ୫,୧୬,୪୩୫ ପିଲା ପରୀକ୍ଷା ଦେଇଥିଲେ ସେଥି ମଧ୍ଯରୁ ୫,୦୮,୪୦୫ ଜଣ ପାସ୍ ହୋଇଛନ୍ତି।

ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାର କୃତି ଛାତ୍ରଛାତ୍ରୀଙ୍କୁ ମୋର ଶୁଭେଚ୍ଛା। ପରୀକ୍ଷା ଦେଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ଉଦ୍ୟମକୁ ପ୍ରଶଂସା କରୁଛି। ଫଳାଫଳ ନିର୍ବିଶେଷରେ ଜୀବନରେ ସଫଳ ହେବା ସହ ସମାଜ ପାଇଁ କିଛି କରିବାର ଦୃଢ଼ ମନୋଭାବ ନେଇ ସମସ୍ତେ ଆଗକୁ ବଢ଼ନ୍ତୁ। ସମସ୍ତଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି।, CM Patnaik said.

LEAVE A REPLY

Please enter your comment!
Please enter your name here