ଗ୍ରୀଷ୍ମପ୍ରବାହ ପାଇଁ ଟ୍ୱିନସିଟି କୁ ରେଡ ଆଲର୍ଟ ! ଆଜି ସକାଳ ୮ ଟା ୩୦ ସୁଦ୍ଧା ଭୁବନେଶ୍ୱର ୩୩.୪°C, ଦିନ ୧୧ ଟା ୩୦ ସୁଦ୍ଧା ୪୧.୨°C , ଦିନ ୨ଟା ୩୦ ସୁଦ୍ଧା ୪୪.୬ C ରେକର୍ଡ ତାପମାତ୍ରା

0
75

By Our Correspondent

BHUBANESWAR:  ଗ୍ରୀଷ୍ମପ୍ରବାହ ପାଇଁ ଟ୍ୱିନସିଟି କୁ ରେଡ ଆଲର୍ଟ !. ଆଜି ଉଭୟ ଭୁବନେଶ୍ୱର ଏବଂ କଟକ ସହର ପାଇଁ  ଭୀଷଣଗ୍ରୀଷ୍ମ ପ୍ରବାହ ସମ୍ଭାବନା ଥିବାରୁ ରେଡଆଲର୍ଟ  ଜାରିକରଯାଇଛି.ଆଜି ଦିନ ୨ଟା ୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱର ରେ ୪୪.୬ ଡ଼ିଗ୍ରୀ  ତାପମାତ୍ରା ରେକର୍ଡ.

ଆଜି ଦିନ ଟା ୩୦ ସୁଦ୍ଧା ରେକର୍ଡ  ତାପମାତ୍ରା

ଭୁବନେଶ୍ୱର: ୪୪.୬°C , ଝାରସୁଗୁଡା: ୪୩.୬°C ରାଉରକେଲା: ୪୨.୫°C, ଚାନ୍ଦବାଲି: ୪୨.୪°C , ସମ୍ବଲପୁର: ୪୨.୧°C , ହୀରାକୁଦ: ୪୧.୮°C, ବାଲେଶ୍ୱର: ୪୧.୭°C , କେନ୍ଦୁଝର: ୪୧.୫°C , ଗୋପାଳପୁର: ୩୫.୪°C , ପୁରୀ: ୩୪.୭°C, ପାରାଦୀପ: ୩୩.୬°C.

ଆଜି ଦିନ ୧୧ ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା

ଝାରସୁଗୁଡା: ୪୧.୪°C  , ଭୁବନେଶ୍ୱର: ୪୧.୨°C , କେନ୍ଦୁଝର: ୪୦.୬°C, ବାଲେଶ୍ୱର: ୪୦.୧°C , ସମ୍ବଲପୁର: ୪୦°C , ଚାନ୍ଦବାଲି: ୩୯.୬°C , ହୀରାକୁଦ: ୩୯°C, ରାଉରକେଲା: ୩୮.୬°C , ଗୋପାଳପୁର: ୩୪.୪°C, ପୁରୀ: ୩୪.୪°C , ପାରାଦୀପ: ୩୩.୫°C.

ଆଜି ସକାଳ ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା

ତାଳଚେର ୩୬.୮°C, ବାରିପଦା ୩୬ °C, କେନ୍ଦୁଝର ୩୪.୮°C, ରାଉରକେଲା ୩୪.୮°C, ବଲାଙ୍ଗୀର ୩୪.୮°C, ଭବାନୀପାଟଣା ୩୪°C, ବାଲେଶ୍ୱର ୩୪°C , ବୌଦ୍ଧ ୩୪°C , ଅନୁଗୁଳ ୩୩.୬°C , ଭୁବନେଶ୍ୱର ୩୩.୪°C , ଜଗତସିଂହପୁର ୩୩.୪°C , ଭଦ୍ରକ ୩୩°C , ଟିଟିଲାଗଡ ୩୩°C, କଟକ ୩୩°C , ଯାଜପୁର ୩୩°C.

 

 

LEAVE A REPLY

Please enter your comment!
Please enter your name here