ଗୁରୁବାର ଆଶ୍ୱିନ-କୃଷ୍ଣ ଷଷ୍ଠୀ ତିଥି ଶ୍ରୀବିଗ୍ରହମାନଙ୍କ ‘ବନକଲାଗି’ ନୀତି ଅନୁଷ୍ଠିତ ହେବ, ଅପରାହ୍ନ ଘ. ୫.୦୦ ଟିକା ରୁ ରାତ୍ର ଘ. ୯.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ

0
419

By Our Correspondent

PURI/BHUBANESWAR:   ଆସନ୍ତାକାଲି ତା୦୫.୧୦.୨୦୨୩ ରିଖ, ଗୁରୁବାର ଆଶ୍ୱିନ-କୃଷ୍ଣ ଷଷ୍ଠୀ ତିଥି ଶ୍ରୀବିଗ୍ରହମାନଙ୍କ ‘ବନକଲାଗି’ ନୀତି ଅନୁଷ୍ଠିତ ହେବ । 

ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ଅପରାହ୍ନ ଘ. ୫.୦୦ ଟିକା ରୁ ରାତ୍ର ଘ. ୯.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।

LEAVE A REPLY

Please enter your comment!
Please enter your name here