ଗତ 22-01-24 ରିଖରୁ 07-02-24 ରିଖ ସୁଦ୍ଧା Rs 3,06,62,813/- ର ଦାନ ଶ୍ରୀମନ୍ଦିର ପ୍ରଶାସନ ଦ୍ବାରା ଗ୍ରହଣ କରାଯାଇଅଛି

0
154

By Our Correspondent

PURI/BHUBANESWAR: ଭକ୍ତମାନେ ମହାପ୍ରଭୁଙ୍କ ଉଦ୍ଦେଶ୍ଯରେ ଅର୍ପଣ କରିଥିବା ଅର୍ଥ 30ଟି ଯାକ ଜିଲ୍ଲାରୁ ବିଭିନ୍ନ କାର୍ଯ୍ୟାଳୟ ଯଥା- ଜିଲ୍ଲାପରିଷଦ, ଜିଲ୍ଲାପାଳ, ପଞ୍ଚାୟତ ସମିତି, ପୌର ସଂସ୍ଥା ଏବଂ ଗ୍ରାମ ପଞ୍ଚାୟତ ତରଫରୁ ଗତ ତା 22-01-24 ରିଖରୁ ତା 07-02-24 ରିଖ ସୁଦ୍ଧା ଟ 3,06,62,813/- ର ଦାନ ଶ୍ରୀମନ୍ଦିର ପ୍ରଶାସନ ଦ୍ବାରା ଗ୍ରହଣ କରାଯାଇଅଛି।

LEAVE A REPLY

Please enter your comment!
Please enter your name here