ଗତ ୨୪ ଘଣ୍ଟାରେ ରାଜ୍ୟରେ ମୌସୁମୀ ଅତ୍ୟଧିକ ସକ୍ରିୟ ସହ ହାରାହାରି ବର୍ଷା ୪୭.୫ ମିମି ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା  ୭.୬ ମିମି ତୁଳନାରେ  ୫୨୪ ପ୍ରତିଶତ ଅଧିକ

0
247
rains-file

By Our Correspondent

BHUBANESWAR:  ଗତ ୨୪ ଘଣ୍ଟାରେ ରାଜ୍ୟରେ ମୌସୁମୀ ଅତ୍ୟଧିକ ସକ୍ରିୟ ସହ ହାରାହାରି ବର୍ଷା ୪୭.୫ ମିମି ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା  ୭.୬ ମିମି ତୁଳନାରେ  ୫୨୪ ପ୍ରତିଶତ ଅଧିକ ରହିଛି .

ରାୟଗଡା ଜିଲ୍ଲାରେ ହାରାହାରି ୭୨.୧ ମିମି ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା  ୪.୩ ମିମି ତୁଳନାରେ  ୧୫୭୬% ଅଧିକ ରହିଛି.

ସୃଷ୍ଟି ହେଲା ସୁଦୃଶଃ -ଲଘୁଚାପ କ୍ଷେତ୍ର .ଘନୀଭୂତ ହୋଇ ସୁଦୃଶଃ -ଲଘୁଚାପ କ୍ଷେତ୍ର ରେ ପରିଣତ ହେଲା ଲଘୁଚାପ | ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଉତ୍ତର ଓଡିଶା-ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ | ଏହା ଆଗାମୀ ୨ ଦିନ ଯାଏଁ ଓଡିଶା ଏବଂ ଛତିଶଗଡ ମଧ୍ୟ ଦେଇ ଅତିକ୍ରମ  କରିବାର ସମ୍ଭାବନା ରହିଛି.

  ଆଜି ସକାଳ ୮ଟା ୩୦ ରୁ  ସନ୍ଧ୍ୟା ୫ଟା ୩୦ ମଧ୍ୟରେ ଅନୁଭୂତ  ଲଘୁଚାପ ଜନିତ ପ୍ରମୁଖ ବୃଷ୍ଟିପାତ(ମିମି)

ନବରଙ୍ଗପୁର: ୭୨ ,ଗୋପାଳପୁର: ୫୫,ଛତ୍ରପୁର:୫୪.୨ ,ବଲାଙ୍ଗୀର: ୪୫, କୋରାପୁଟ: ୩୦.୪.

LEAVE A REPLY

Please enter your comment!
Please enter your name here