ଗତ ୨୪ ଘଣ୍ଟାରେ ବଲାଙ୍ଗୀର ଜିଲ୍ଲାର ଗୁଡଭେଲା ରେ ସର୍ବାଧିକ ୨୯୬.୪ ମିମି ବର୍ଷା ରେକର୍ଡ

0
282
rains

By Our Correspondent

BHUBANESWAR: ସକ୍ରିୟ ଘୁର୍ଣ୍ଣିବଳୟ ପ୍ରଭାବରେ ୧ ସ୍ଥାନରେ ଅତ୍ୟନ୍ତ ପ୍ରବଳ, ୩ ସ୍ଥାନରେ ଅତି ପ୍ରବଳ ଏବଂ ୧୨ ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ .

ଗତ ୨୪ ଘଣ୍ଟାରେ ବଲାଙ୍ଗୀର ଜିଲ୍ଲାର ଗୁଡଭେଲା ରେ ସର୍ବାଧିକ ୨୯୬.୪ ମିମି ବର୍ଷା ରେକର୍ଡ .

କଳାହାଣ୍ଡିର ଥି.ରାମପୁର ରେ ୧୮୯ ମିମି, କରଲାମୁଣ୍ଡା ରେ ୧୮୪ମିମି, ବଲାଙ୍ଗୀର ସହର ରେ ୧୬୩ ମିମି, ରେକର୍ଡ.

ଗତ କାଲିର  ଘୁର୍ଣ୍ଣିବଳୟ ଆଜି ମଧ୍ୟ ପଶ୍ଚିମ ଝଡ଼ଖଣ୍ଡ ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ  ବାୟୁମଣ୍ଡଳରେ ୭.୬ କିମି ଯାଏଁ ବ୍ୟାପିଛି | ପ୍ରଭାବରେ ଆଜି ଦକ୍ଷିଣ ଓଡ଼ିଶାର କେତକ ଆଭ୍ୟନ୍ତରୀଣ  ଜିଲ୍ଲାରେ  ବର୍ଷା ଲାଗିରହିଛି.

ଆଗାମୀ ୨୪ ଘଣ୍ଟା ମଧ୍ୟରେ  ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି  .ପ୍ରଭାବରେ ରାଜ୍ୟରେ ୧୯ ରୁ  ୨୨ ଯାଏଁ ବିସ୍ତୃତି ବର୍ଷା ତଥା କେତକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା.

LEAVE A REPLY

Please enter your comment!
Please enter your name here