ଗତ ଆଠ ବର୍ଷ ମଧ୍ୟରେ ଏକ ଲକ୍ଷ କୋଟି ଟଙ୍କାର ଉର୍ଦ୍ଧ ପ୍ରକଳ୍ପ  ଦଖଲ କରିଛନ୍ତି ଅଣ ଓଡ଼ିଆ ଠିକାଦାର- ମୋ ଦଳ

0
218

By Our Correspondent

BHUBANESWAR:  ରାଜ୍ୟରେ  ଅଣ ଓଡ଼ିଆ ଠିକାଦାର ମାନଙ୍କ ଭୂସ୍ବର୍ଗ ହୋଇଛି ଓଡ଼ିଶା । ସମସ୍ତ ବଡ଼ ପ୍ରକଳ୍ପ ସେମାନଙ୍କ ହାତରେ । ରାଜ୍ୟର ମୁଷ୍ଟିମେୟ ଅଣ ଓଡ଼ିଆ ଅଫିସର ମାନେ ଏହି କାର୍ଯ ନିଷ୍ଠାର ସହ କରିଚାଲିଛନ୍ତି। ଗତ ଆଠ ବର୍ଷ ମଧ୍ୟରେ ଏକ ଲକ୍ଷ କୋଟି ଟଙ୍କାର ଉର୍ଦ୍ଧ ପ୍ରକଳ୍ପ  ଦଖଲ କରିଛନ୍ତି ।

ସବୁ ବିଭାଗ ର ସମସ୍ତ ବଡ ପ୍ରକଳ୍ପ ସେମାନଙ୍କ ନିୟନ୍ତ୍ରଣରେ । ଓଡ଼ିଶାର ଠିକାଦାର ସେମାନଙ୍କ petty contractor। ଓଡ଼ିଶାର ଅର୍ଥନୀତି ବରବାଦ।  ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟ ମୋ ଦଳ ତରଫରୁ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥାପନ।

LEAVE A REPLY

Please enter your comment!
Please enter your name here