ଖରସ୍ରୋତା ନଦୀ ଗର୍ଭକୁ ଡେଇଁ ନିଖୋଜ ଯୁବକର ମୃତ ଦେହ ପାଣ୍ଡୁରି କୋଇଲି ଗାଁ ର ନଦୀ ପଠାରେ ଲାଗିଛି

0
466
କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ କଟକ-ଚାନ୍ଦବାଲି ରାଜ୍ୟ ରାଜପଥର ଖରସ୍ରୋତା(ଗଡ଼ଗଡି) ସେତୁ ଉପରୁ ଖରସ୍ରୋତା ନଦୀ ଗର୍ଭକୁ ଡେଇଁ ନିଖୋଜ ଯୁବକର ମୃତ ଦେହ ପାଣ୍ଡୁରି କୋଇଲି ଗାଁ ର ନଦୀ ପଠାରେ ଲାଗିଛି.

By Our Correspondent

KENDRAPARA/BHUBANESWAR:  କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ  କଟକ-ଚାନ୍ଦବାଲି ରାଜ୍ୟ ରାଜପଥର ଖରସ୍ରୋତା(ଗଡ଼ଗଡି) ସେତୁ ଉପରୁ ଖରସ୍ରୋତା ନଦୀ ଗର୍ଭକୁ ଡେଇଁ ନିଖୋଜ ଯୁବକର ମୃତ ଦେହ ପାଣ୍ଡୁରି କୋଇଲି ଗାଁ ର ନଦୀ ପଠାରେ ଲାଗିଛି.

ରାଜକନିକା  ଥାନା ଅଧିନ କଟଣାବନିଆ ବନୀଆ ପଞ୍ଚାୟତ ପାଣ୍ଡୁରି କୋଇଲି ଗାଁ ର ନଦୀ ପଠାରେ ମୃତ ଦେହ ଲାଗିଛି. ମୃତ ଯୁବକ ଜଣକ ବରୁଣାଡିହା ଗ୍ରାମର ଶରତ କରଙ୍କ ପୁଅ ଚନ୍ଦନ କର(୩୦) ।

ରବିବାର ରାତିରେ ନଦୀକୁ ଡେଇଁଥିବା ଅନୁମାନ କରାଯାଉଛି । ଖରସ୍ରୋତା(ଗଡ଼ଗଡି) ସେତୁ ଉପରୁ ଚନ୍ଦନଙ୍କର ମୋବଇଲ ଓ ଚପଲ ମିଳିଥିଲା । ତେବେ କେଉଁ କାରଣରୁ ଚନ୍ଦନ ନଦୀଗର୍ଭକୁ ଡେଇଁଛନ୍ତି ତାହା ଅସ୍ପଷ୍ଟ ଥିବା ବେଳେ, ପାରିବାରିକ କଳହରୁ ଏପରି ନିଷ୍ପତି ନେଇଥିବା ଅନୁମାନ କରାଯାଉଛି ।

LEAVE A REPLY

Please enter your comment!
Please enter your name here