OdishaBhubaneswar କୋରାପୁଟରେ ଲଗାଣ ବର୍ଷା ଯୋଗୁଁ ଛୋଟ ଧରଣର ଭୂସ୍ଖଳନ By Anurjay - December 6, 2023 0 226 Facebook Twitter Pinterest WhatsApp By Our Correspondent BHUBANESWAR: କୋରାପୁଟ ଲଗାଣ ବର୍ଷା ଯୋଗୁଁ ଛୋଟ ଧରଣର ଭୂସ୍ଖଳନ, କୋଟିଆ ପଞ୍ଚାୟତ ମାଡକାର ଗାଁ ଯିବା ବାଟରେ ଭୂସ୍ଖଳନ,ପାହାଡ଼ ଉପରୁ ଛୋଟ ଛୋଟ ପଥର ଖସି ରାସ୍ତାରେ ପଡ଼ିଛି, ରାସ୍ତାକୁ ପଥର ଖସିଥିଲେ ବି କେହି ଆହତ ହୋଇନଥିବା ସୂଚନା.