କଟକ ପୂର୍ବତନ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଙ୍କ ଉପରେ କ୍ରିମିନାଲ କେଶ  ହେବା ଉଚିତ ବୋଲି ହାଇକୋର୍ଟ କହିଛନ୍ତି

0
572

By Our Correspondent

CUTTACK/BHUBANESWAR: କଟକର ବିଭିନ୍ନ ବାଲିଘାଟରୁ ବାଲି ଉତ୍ତୋଳନ ବିରୋଧରେ ପ୍ରଶାନ୍ତ କୁମାର ଦାସ ନାମକ ସାମାଜିକ କର୍ମୀ ହାଇକୋର୍ଟ ରେ ମାମଲା ଦାଖଲ କରିଥିଲେ. ଜିଲ୍ଲା ପ୍ରଶାସନର ମିଥ୍ୟା ସତ୍ୟପାଠ ଉପରେ ହାଇକୋର୍ଟ ଖପ୍ପା.

କଟକ ପୂର୍ବତନ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଙ୍କ ଉପରେ କ୍ରିମିନାଲ କେଶ  ହେବା ଉଚିତ ବୋଲି ହାଇକୋର୍ଟ କହିଛନ୍ତି.

LEAVE A REPLY

Please enter your comment!
Please enter your name here