ଓଡ଼ିଶାର ରାଜ୍ୟପାଳ ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାର ବିଭିନ୍ନ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିର ଉତର କେବେ ମିଳିବ ? ବିଜେପି

0
248
ଅନୁଗୋଳ ଜିଲ୍ଲାରୁ ୬୦ ହଜାର କୋଟି ଟଙ୍କା ରାଜସ୍ୱ ପାଉଥିବା ଓଡ଼ିଶା ସରକାର ଅନୁଗୋଳକୁ ଦେଇଛନ୍ତି କଣ ? ବିଜେପି ରାଜ୍ୟ ମୁଖପାତ୍ର Anil Biswal said.

By Our Correspondent

BHUBANESWAR:  ଅନୁଗୋଳ ଜିଲ୍ଲାରୁ ୬୦ ହଜାର କୋଟି ଟଙ୍କା ରାଜସ୍ୱ ପାଉଥିବା ଓଡ଼ିଶା ସରକାର ଅନୁଗୋଳକୁ ଦେଇଛନ୍ତି କଣ ? ବିଜେପି ରାଜ୍ୟ ମୁଖପାତ୍ର Anil Biswal said.

ଡ଼ିଶାର ମହାମହିମ ରାଜ୍ୟପାଳ ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାର ବିଭିନ୍ନ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିର ଉତର କେବେ ମିଳିବ ? ବିଜେପି ରାଜ୍ୟ ମୁଖପାତ୍ର.

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମ କାରଣରୁ କଟକ-ଅନୁଗୋଳ-ସମ୍ବଲପୁର ରାସ୍ତା ତ୍ୱରାନ୍ୱିତ ହେଉଥିବା ବେଳେ ଭ୍ରମ ତିଆରି କରୁଛି ବିଜେଡି.

ଭୁବନେଶ୍ୱରରେ ଅଳିଆ ଗଦାର ପାହାଡ କରାଯାଇ ଯେଉଁ କୃତିମ ପ୍ରଦୂଷଣ ସୃଷ୍ଟି କରାଯାଇଛି, ଏଥିପାଇଁ ରାଜ୍ୟ ସରକାର କଣ କରିଛନ୍ତି ?

ଭୁବନେଶ୍ୱରରେ ଡ୍ରେନ୍ ପାଣିରେ ପିଲାମାନେ ଭାସିଯାଉଥିବା ବେଳେ ସରକାର ଏଭଳି ଘଟଣାରେ ଚିନ୍ତିତ ନୁହଁନ୍ତି କି?

. ରାଉରକେଲାରେ ଲୋକମାନେ ହଇଜାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ବେଳେ ଶତାଧିକ ଲୋକ ଉତମ ଚିକିତ୍ସା ଓ ସ୍ୱାସ୍ଥ୍ୟସେବା ପାଇବାରେ ଅପେକ୍ଷାରତ, ଏ କ’ଣ ଲମ୍ବା ଶାସନର ପାରିବାପଣିଆ ?ନିଜର ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ କେବଳ କେନ୍ଦ୍ରକୁ ଦୋଷ ଦେଉଛି ବିଜେଡି ।

ରେଙ୍ଗାଳି ଠାରେ ବ୍ରାହ୍ମଣୀ ନଦୀରେ ୨୦୧୩ରେ ଦ୍ୱିତୀୟ ସେତୁର ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିଲେ ମଧ୍ୟ ଦୀର୍ଘ ୧୦ ବର୍ଷ ପରେ କାମ ସରିନାହିଁ , ବିଜେପି ରାଜ୍ୟ ମୁଖପାତ୍ର

LEAVE A REPLY

Please enter your comment!
Please enter your name here