ଓଡ଼ିଶାର କୋଟି କୋଟି ଜନତାଙ୍କ ଆଶୀର୍ବାଦ ଓ ଶୁଭେଚ୍ଛା ନେଇ ବିଜେପି ଏକାକୀ ନିର୍ବାଚନ ଲଢିବ ଏବଂ ସରକାର ମଧ୍ୟ କରିବ

0
76

By Our Correspondent

BHUBANESWAR:  ‘ଓଡ଼ିଶାର କୋଟି କୋଟି ଜନତାଙ୍କ ଆଶୀର୍ବାଦ ଓ ଶୁଭେଚ୍ଛା ନେଇ ବିଜେପି ଏକାକୀ ନିର୍ବାଚନ ଲଢିବ ଏବଂ ସରକାର ମଧ୍ୟ କରିବ । ଏଥର ଓଡ଼ିଆ ଅସ୍ମିତା ଏବଂ ସ୍ୱାଭିମାନ ପାଇଁ ପ୍ରତ୍ୟେକ ଓଡ଼ିଆ ଦାୟିତ୍ଵ ନେଇ ଏହି ନିର୍ବାଚନ ଲଢ଼ିବେ ଏବଂ ସରକାର ଗଠନ କରିବେ , BJP State President Manmoham Samal said.

‘କୋଟି କୋଟି ଟଙ୍କା ଖର୍ଚ୍ଚ କରି ମେଣ୍ଟ ଜାଲ ଯାଇଥିଲା ବୁଣା ମନମୋହନଙ୍କ ସ୍ପଷ୍ଟୀକରଣ ପରେ ମେଣ୍ଟଜୀବୀ ଏବେ ବାଟବଣା,BJP leader Sajjan Sharma said.

Sources said, ବିଜେଡି-ବିଜେପି ମେଣ୍ଟ ନେଇ ଅମିତ ସାହାଙ୍କ ପାଖରେ  ହୋଇଥିବା ବୈଠକରେ ବିଜେପି ନେତା ମେଣ୍ଟ କୁ ଜୋରଦାର ବିରୋଧ କରିଛନ୍ତି। ମେଣ୍ଟନକରିବାକୁ ସବୁ ପ୍ରକାର ଯୁକ୍ତି ଦୃଢ଼ତାର ବାଢ଼ିଛନ୍ତି। ମେଣ୍ଟ କଲେ କଣ ଅସୁବିଧା ବି ଜଣେଇଛନ୍ତି। ତେଣୁ ମେଣ୍ଟ ଏବେ ଅନିଶ୍ଚିତତା

LEAVE A REPLY

Please enter your comment!
Please enter your name here