ଏକ ସୁଦୃଶଃ ଲଘୁଚାପ କ୍ଷେତ୍ର ଆଜି ସନ୍ଧ୍ୟା ସୁଦ୍ଧା ଏକ ଅବପାତର ରୂପ ନେବାର ସମ୍ଭାବନା ରହିଛି

0
260

By Our Correspondent

BHUBANESWAR:  ଗତକାଲିର ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଦକ୍ଷିଣପୂର୍ବ ବଙ୍ଗୋପସାଗର ତତ-ସଂଲଗ୍ନ ଦକ୍ଷିଣ ଆଣ୍ଡାମାନସାଗର ଅଞ୍ଚଳରେ ଏକ ସୁଦୃଶଃଲଘୁଚାପ କ୍ଷେତ୍ର ରେ ପରିଣତ ହୋଇଛି, ଏହା ଘନୀଭୂତ ହୋଇ ଆଜି ସନ୍ଧ୍ୟା ସୁଦ୍ଧା ଏକ ଅବପାତର ରୂପ ନେବାର ସମ୍ଭାବନା ରହିଛି ଏବଂ ପରବର୍ତୀ ସମୟରେ ଦକ୍ଷିଣପୂର୍ବ ପାର୍ଶ୍ଵବର୍ତ୍ତୀ ପୁର୍ବକେନ୍ଦ୍ରୀୟ ବଙ୍ଗୋପସାଗର.

ଏବଂ ଆଣ୍ଡାମାନ ସାଗର ଅଞ୍ଚଳରେ ୧୦ ତାରିଖ ବେଳକୁ ଏକ #ବାତ୍ୟାର ପରିଣତ ହେବାର ସମ୍ଭାବନା ରହିଛି |  ୧୨ ତାରିଖ ସକାଳ ପର୍ଯ୍ୟନ୍ତ ଏହା ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତିକରିବାର ସମ୍ଭାବନା ରହିଥିବା ବେଳେ ପରବର୍ତୀ ସମୟରେ ଗତିପଥ ପରିବର୍ତନ କରି ଉତ୍ତର-ଉତ୍ତର ପୂର୍ବ ଦିଗରେ  ବଙ୍ଗଳାଦେଶ – ମିଆଁମାର ଆଡକୁ ମୁହାଁଇବ ସମ୍ଭାବନା ରହିଛି |

“The LowPressure area over Southeast Bay of Bengal & adjoining South Andaman Sea has become Well Marked Low Pressure Area over the same region at 0530 IST today, 9th May 2023. It is very likely to intensify into a depression by today evening over the same region,’ IMD said.

LEAVE A REPLY

Please enter your comment!
Please enter your name here