ଉତ୍ତର-ଆଭ୍ୟନ୍ତରୀଣ ଓଡିଶା ତଥା ପାର୍ଶ୍ଵବର୍ତ୍ତୀ ଜିଲ୍ଲା ଗୁଡିକରେ ବର୍ଷା ସମ୍ଭାବନା, ଆଜି ଭୁବନେଶ୍ୱର ରେକର୍ଡ ତାପମାତ୍ରା, ସକାଳ 8ଟା 30 ସୁଦ୍ଧା 32.6°C, ଦିନ 11ଟା 30 ସୁଦ୍ଧା 40.7°C

0
64

By Our Correspondent

BHUBANESWAR:   ମଧ୍ୟ ଏବଂ ଉପରିଭାଗର ବାୟୁ ଚଳାଚଳ ଅନୁଯାୟୀ ଆଜି ଠାରୁ ଉତ୍ତର-ଆଭ୍ୟନ୍ତରୀଣ ଓଡିଶା ତଥା ପାର୍ଶ୍ଵବର୍ତ୍ତୀ ଜିଲ୍ଲା ଗୁଡିକରେ ବର୍ଷା ସମ୍ଭାବନା ଥିବାବେଳେ, ଆସନ୍ତାକାଲିଠାରୁ ଏହି ବାୟୁଚଳା ଚଳ ସହ ଜଡିତ ନିମ୍ନ ଚାପ ରେଖା ଆହୁରି ପୂର୍ବ ଦିଗରେ ଅଗ୍ରସର ହେବା ସହ କଳାବୈଶାଖୀ ପ୍ରଭାବକୁ ଅଧିକ ପ୍ରଶମିତ କରାଇବା ସମ୍ଭାବନା.

ଆଜି ଦିନ 11ଟା 30 ସୁଦ୍ଧା ରେକର୍ଡ ତାପମାତ୍ରା :ଝାରସୁଗୁଡା: 41°C, କେନ୍ଦୁଝର: 41°C, ଭୁବନେଶ୍ୱର: 40.7°C, ବାଲେଶ୍ୱର: 40.1°C, ରାଉରକେଲା: 39.6°C, ଚାନ୍ଦବାଲି: 39.2°C, ସମ୍ବଲପୁର: 38.2°C, ହୀରାକୁଦ: 37.8°C, ପୁରୀ: 34.4°C, ପାରାଦ୍ୱୀପ: 33.5°C, ଗୋପାଳପୁର: 32.8°C.

ଆଜି ସକାଳ 8ଟା 30 ସୁଦ୍ଧା ରେକର୍ଡ ତାପମାତ୍ରା :ବାରିପଦା: 37°C, ବଲାଙ୍ଗୀର: 35.4°C, ଭଦ୍ରକ: 35°C, ଅନୁଗୁଳ: 35°C, ଯାଜପୁର: 34.8°C, ଭବାନୀପାଟଣା: 34.4°C, ଝାରସୁଗୁଡା: 34.4°C, କେନ୍ଦୁଝର: 34°C, କଟକ: 34°C, ରାଉରକେଲା: 33.8°C, ଫୁଲବାଣୀ:33.6°C, ବାଲେଶ୍ୱର: 33.6°C, ନୟାଗଡ:33°C, ଟିଟିଲାଗଡ଼: 33°C, ଭୁବନେଶ୍ୱର: 32.6°C.

LEAVE A REPLY

Please enter your comment!
Please enter your name here