‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମରେ ସାମିଲ ହୋଇଛି ‘କଳାହାଣ୍ଡି’ ଜିଲ୍ଲା, ୫ଟି ନିର୍ବାଚନମଣ୍ଡଳୀ ପାଇଁ ₹୧୫୫ କୋଟିର ଅନୁଦାନ

0
275
ଗ୍ରାମାଞ୍ଚଳର ବିକାଶକୁ ଗୁରୁତ୍ଵ ଦେଇ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମରେ ସାମିଲ ହୋଇଛି ‘କଳାହାଣ୍ଡି’ ଜିଲ୍ଲା। ମୁଖ୍ୟମନ୍ତ୍ରୀ ଏହାର ଶୁଭାରମ୍ଭ କରି ୫ଟି ନିର୍ବାଚନମଣ୍ଡଳୀ ପାଇଁ ₹୧୫୫ କୋଟିର ଅନୁଦାନ ଦେଇଛନ୍ତି।

By Our Correspondent

BHUBANESWAR:  ଗ୍ରାମାଞ୍ଚଳର ବିକାଶକୁ ଗୁରୁତ୍ଵ ଦେଇ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମରେ ସାମିଲ ହୋଇଛି ‘କଳାହାଣ୍ଡି’ ଜିଲ୍ଲା। ମୁଖ୍ୟମନ୍ତ୍ରୀ ଏହାର ଶୁଭାରମ୍ଭ କରି ୫ଟି ନିର୍ବାଚନମଣ୍ଡଳୀ ପାଇଁ ₹୧୫୫ କୋଟିର ଅନୁଦାନ ଦେଇଛନ୍ତି।

ପ୍ରତି ପଞ୍ଚାୟତକୁ ₹୫୦ ଲକ୍ଷ ମିଳିଥିବାବେଳେ କଳା, ସଂସ୍କୃତିର ପ୍ରସାର ସହ ଭିତ୍ତିଭୂମି ବିକାଶ ଦିଗରେ ଏହା ବିନିଯୋଗ ହେବ।

ଏଥିସହ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଜିଲ୍ଲା ଗସ୍ତ ସମୟରେ ହସ୍ତଗତ ହୋଇଥିବା ଲୋକଙ୍କ ମତାମତ ଆଧାରରେ ୪୧ଟି ପ୍ରକଳ୍ପ ପାଇଁ ₹୧୩୬.୬୮ କୋଟି ମଞ୍ଜୁର ହୋଇଛି।

ଏଥିରେ ଇନ୍ଦ୍ରାବତୀ ଜଲଭଣ୍ଡାର ବିଚ୍ଛିନ୍ନାଞ୍ଚଳର ବିକାଶ ସହ ଜିଲ୍ଲାରେ ଶିକ୍ଷା, ରାସ୍ତା ଓ ପର୍ଯ୍ୟଟନର ଉନ୍ନତିକୁ ଗୁରୁତ୍ଵ ଦିଆଯାଇଛି.

LEAVE A REPLY

Please enter your comment!
Please enter your name here