ଆଦିବାସୀ ବିରୋଧୀ ନିଷ୍ପତିକୁ ରାଜ୍ୟ ସରକାର ପ୍ରତ୍ୟାହୃତ ଦାବିରେ  ବିଧାନସଭାରେ ବିଜେପି ବିଧାୟକମାନେ ବିରୋଧ ପ୍ରଦର୍ଶନ

0
207
ଆଦିବାସୀ ବିରୋଧୀ ନିଷ୍ପତିକୁ ରାଜ୍ୟ ସରକାର ପ୍ରତ୍ୟାହୃତ ଦାବିରେ ଆଜି ବିଧାନସଭାରେ ବିଜେପି ବିଧାୟକମାନେ ବିରୋଧ ପ୍ରଦର୍ଶନ କରିଛନ୍ତି

By Our Correspondent 

BHUBANESWAR: ଆଦିବାସୀଙ୍କ ଜମି ଏବେ ଅଣଆଦିବାସୀଙ୍କୁ ବିକ୍ରି କରାଯାଇ ପାରିବ ବୋଲି ବିଜେଡ଼ି ସରକାର ରାଜ୍ୟ କ୍ୟାବିନେଟ୍‌ରେ ଏକ ଅତ୍ୟନ୍ତ ଅଗତାନ୍ତ୍ରିକ ଓ ଆଦବାସୀ ବିରୋଧୀ ନିଷ୍ପତି ନେଇଛନ୍ତି ।

ଏହି ଆଦିବାସୀ ବିରୋଧୀ ନିଷ୍ପତିକୁ ରାଜ୍ୟ ସରକାର ପ୍ରତ୍ୟାହୃତ ଦାବିରେ ଆଜି ବିଧାନସଭାରେ ବିଜେପି ବିଧାୟକମାନେ ବିରୋଧ ପ୍ରଦର୍ଶନ କରିଛନ୍ତି ।

ରାଜ୍ୟ ସରକାର ଆଣିଥିବା ଆଦିବାସୀ ବିରୋଧୀ ଜମି ନିୟମକୁ ସଂପୂର୍ଣ୍ଣ ବନ୍ଦ କରିବା ଦରକାର। ନ ହେଲେ ଆଦିବାସୀଙ୍କ ଅଭିଶାପରେ ଏ ସରକାର ଧ୍ଵଂସ ହୋଇଯିବ।, ବିରୋଧୀ ଦଳ ସଚେତକ ଶ୍ରୀ ମୋହନ ମାଝି.

LEAVE A REPLY

Please enter your comment!
Please enter your name here