ଆଜି ରେକର୍ଡ ହୋଇଥିବା ପ୍ରମୁଖ ସର୍ବନିମ୍ନ ରାତ୍ରି ତାପମାତ୍ରା- ଜି. ଉଦୟଗିରି- ୪.୬ ଡ଼ିଗ୍ରୀ

0
137

By Our Correspondent

BHUBANESWAR: ଆଜି ରେକର୍ଡ ହୋଇଥିବା ପ୍ରମୁଖ ସର୍ବନିମ୍ନ ରାତ୍ରି ତାପମାତ୍ରା. ପରବର୍ତ୍ତୀ ସମୟରେ ରାତ୍ରି ତାପମାତ୍ରା  ରେ ୨ ରୁ ୩ ଡ଼ିଗ୍ରୀ ଯାଏଁ  ହ୍ରାସ ଘଟିବା ସହ ଶୀତରୁ ସାମାନ୍ୟ ଆଶ୍ବସ୍ତି ମିଳିବା ସମ୍ଭାବନା ରହିଛି.

ଜି. ଉଦୟଗିରି: ୪.୬ ଡ଼ିଗ୍ରୀ, ସେମିଳିଗୁଡା: ୫.୬ ଡ଼ିଗ୍ରୀ, ଫୁଲବାଣୀ: ୬ ଡ଼ିଗ୍ରୀ, କିରେଇ: ୭.୧ ଡ଼ିଗ୍ରୀ, କୋରାପୁଟ: ୭.୭ ଡ଼ିଗ୍ରୀ, କେନ୍ଦୁଝର: ୭.୮ ଡ଼ିଗ୍ରୀ, ଦାରିଙ୍ଗବାଡି: ୮ ଡ଼ିଗ୍ରୀ, ଅନୁଗୁଳ: ୮.୬ ଡ଼ିଗ୍ରୀ, ଭବାନୀପାଟଣା: ୮.୬ ଡ଼ିଗ୍ରୀ, ରାଉରକେଲା: ୮.୭ ଡ଼ିଗ୍ରୀ.

ସୁନ୍ଦରଗଡ: ୯ ଡ଼ିଗ୍ରୀ, ନବରଙ୍ଗପୁର: ୯ ଡ଼ିଗ୍ରୀ, ସୋନପୁର: ୯.୩ ଡ଼ିଗ୍ରୀ, ଝାରସୁଗୁଡା: ୯.୪ ଡ଼ିଗ୍ରୀ, ରାଣୀତାଲ: ୯.୪ ଡ଼ିଗ୍ରୀ, ଚିପିଲିମା: ୯.୮ ଡ଼ିଗ୍ରୀ.

LEAVE A REPLY

Please enter your comment!
Please enter your name here