ଆଜି ଭୁବନେଶ୍ୱର ରେକର୍ଡ ତାପମାତ୍ରା: ସକାଳ 8ଟା 30 ସୁଦ୍ଧା 32°C, 11ଟା 30 ସୁଦ୍ଧା 38.8°C, 2ଟା 30 ସୁଦ୍ଧା 40.5°C

0
67

By Our Correspondent

BHUBANESWAR: ଆଜି ଭୁବନେଶ୍ୱର ରେକର୍ଡ ତାପମାତ୍ରା: ସକାଳ 8ଟା 30 ସୁଦ୍ଧା  32°C,  11ଟା 30 ସୁଦ୍ଧା  38.8°C, 2ଟା 30 ସୁଦ୍ଧା  40.5°C.

 ଆଜି 2ଟା 30 ସୁଦ୍ଧା ରେକର୍ଡ ତାପମାତ୍ରା

କେନ୍ଦୁଝର: 43.5°C, ଝାରସୁଗୁଡା: 43.2°C , ସମ୍ବଲପୁର: 42.7°C, ରାଉରକେଲା: 42.6°C, ହୀରାକୁଦ: 42.6°C, ଚାନ୍ଦବାଲି: 41.4°C, ଭୁବନେଶ୍ୱର: 40.5°C, ବାଲେଶ୍ୱର: 40.2°C, ପୁରୀ: 34.6°C, ପାରାଦ୍ୱୀପ: 33.2°C, ଗୋପାଳପୁର: 32.6°C.

ଆଜି ସକାଳ 11ଟା 30 ସୁଦ୍ଧା ରେକର୍ଡ ତାପମାତ୍ରା

ଝାରସୁଗୁଡା: 41.6°C, କେନ୍ଦୁଝର: 40.8°C, ରାଉରକେଲା: 40°C, ବାଲେଶ୍ୱର: 40°C, ହୀରାକୁଦ: 39.2°C,ଭୁବନେଶ୍ୱର: 38.8°C, ସମ୍ବଲପୁର: 38.8°C, ଚାନ୍ଦବାଲି: 38.2°C, ପୁରୀ: 34.2°C, ପାରାଦ୍ୱୀପ : 33.2°C, ଗୋପାଳପୁର :32.6°C

ଆଜି ସକାଳ 8ଟା 30 ସୁଦ୍ଧା ରେକର୍ଡ ତାପମାତ୍ରା

ଭବାନୀପାଟଣା: 35°C,ବଲାଙ୍ଗୀର: 34.2°C, ରାଉରକେଲା: 33.4°C, କଟକ: 33°C, ବାରିପଦା: 33°C, କେନ୍ଦୁଝର: 33°C, ଝାରସୁଗୁଡା: 33°C, ବାଲେଶ୍ୱର: 33°C, ଚାନ୍ଦବାଲି: 33.8°C, ଟିଟିଲାଗଡ଼: 32.4°C, ଭୁବନେଶ୍ୱର:32.2°C, ତାଳଚେର: 32.2°C, ଭଦ୍ରକ: 31.4°C, ନୂଆପଡା: 31.4°C, ଜଗତସିଂହପୁର: 31.4°C

 

LEAVE A REPLY

Please enter your comment!
Please enter your name here