ଆଜି ବିଶେଷ ଜନସମାଗମ ନଥିବା ଦୃଷ୍ଟିରୁ ମହାପ୍ରଭୁଙ୍କ ଦିବାପହୁଡ଼ ନୀତି ଅନୁଷ୍ଠିତ ହେବ, ଅପରାହ୍ନ ଘ.୩.୦୦ ଘଣ୍ଟା ଠାରୁ ସନ୍ଧ୍ୟା ଘ.୬.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ

0
269

By Our Correspondent

PURI/BHUBANESWAR:    ଆଜି ତା ୧୯.୧୨.୨୦୨୩ ରିଖ ବୁଧବାର, ମହାପ୍ରଭୁଙ୍କ  ଦର୍ଶନ ନିମନ୍ତେ ଆସୁଥିବା ଭକ୍ତ ମାନଙ୍କ ପ୍ରବଳ ସମାଗମକୁ ଦୃଷ୍ଟିରେ ରଖି ପ୍ରଭୁଙ୍କ ପାରମ୍ପରିକ ଦିବାପହୁଡ଼ ନୀତି ଅନୁଷ୍ଠିତ ହୋଇପାରୁ ନଥିଲା ।

 ଆଜି ବିଶେଷ ଜନସମାଗମ ନଥିବା ଦୃଷ୍ଟିରୁ ମହାପ୍ରଭୁଙ୍କ ଦିବାପହୁଡ଼ ନୀତି ଅନୁଷ୍ଠିତ ହେବ ।

 ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ଅପରାହ୍ନ ଘ.୩.୦୦ ଘଣ୍ଟା ଠାରୁ ସନ୍ଧ୍ୟା ଘ.୬.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।

LEAVE A REPLY

Please enter your comment!
Please enter your name here