ଆଜି ବାଲେଶ୍ୱର ରେକର୍ଡ ହୋଇଥିବା ୪୬ଡ଼ିଗ୍ରୀ ହେଉଛି ଅପ୍ରେଲ ମାସର ସର୍ବୋଚ୍ଚ ଦିନ ତାପମାତ୍ରା ର ସର୍ବକାଳୀନ ରେକର୍ଡ

0
82

By Our Correspondent

BHUBANESWAR: ଆଜି ବାଲେଶ୍ୱର ରେକର୍ଡ ହୋଇଥିବା ୪୬ଡ଼ିଗ୍ରୀ ହେଉଛି ଅପ୍ରେଲ ମାସର ସର୍ବୋଚ୍ଚ ଦିନ ତାପମାତ୍ରା ର ସର୍ବକାଳୀନ ରେକର୍ଡ  , ଏହା ପୂର୍ବରୁ ୨୦ ଅପ୍ରେଲ ୨୦୧୦  ରେ  ୪୫ ଡ଼ିଗ୍ରୀ   ରେକର୍ଡ ହୋଇଥିଲା

ଆଜି ଦିନ ୧୧ ତା ୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱର ରେ ୪୩ ଡ଼ିଗ୍ରୀ ଅତିକ୍ରମ କଲା ତାତି .ଆଜି ଭୁବନେଶ୍ୱର ରେ ୧୧ ଟା ୩୦ ସୁଦ୍ଧା  ୪୩.୬ ଡ଼ିଗ୍ରୀ ରେକର୍ଡ.

ଆଜି ଦିନ ୨ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା

ବାଲେଶ୍ୱର: ୪୬ ଡ଼ିଗ୍ରୀ, ଭୁବନେଶ୍ୱର: ୪୫.୪ ଡ଼ିଗ୍ରୀ, ଝାରସୁଗୁଡା: ୪୪.୨ ଡ଼ିଗ୍ରୀ, ଚାନ୍ଦବାଲି: ୪୩.୬ ଡ଼ିଗ୍ରୀ, ରାଉରକେଲା: ୪୩.୨ ଡ଼ିଗ୍ରୀ, ସମ୍ବଲପୁର: ୪୩.୨ ଡ଼ିଗ୍ରୀ, କେନ୍ଦୁଝର : ୪୩ ଡ଼ିଗ୍ରୀ, ପୁରୀ: ୩୫.୧ ଡ଼ିଗ୍ରୀ, ଗୋପାଳପୁର: ୩୩.୬ ଡ଼ିଗ୍ରୀ, ପାରାଦୀପ: ୩୩.୬ ଡ଼ିଗ୍ରୀ.

ଆଜି ୧୧ ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା

ବାଲେଶ୍ୱର ୪୪.୧ ଡ଼ିଗ୍ରୀ, ଭୁବନେଶ୍ୱର ୪୩.୬ ଡ଼ିଗ୍ରୀ, ଝାରସୁଗୁଡା ୪୨.୫ ଡ଼ିଗ୍ରୀ, କେନ୍ଦୁଝର ୪୧.୪ ଡ଼ିଗ୍ରୀ , ଚାନ୍ଦବାଲି ୪୧.୨ ଡ଼ିଗ୍ରୀ, ରାଉରକେଲା ୪୦.୪ ଡ଼ିଗ୍ରୀ , ହୀରାକୁଦ ୩୯.୯ ଡ଼ିଗ୍ରୀ , ସମ୍ବଲପୁର ୩୯.୮ ଡ଼ିଗ୍ରୀ, ପୁରୀ ୩୪.୪ ଡ଼ିଗ୍ରୀ, ପାରାଦୀପ ୩୩.୬ ଡ଼ିଗ୍ରୀ , ଗୋପାଳପୁର ୩୩.୬ ଡ଼ିଗ୍ରୀ.

ଆଜି ସକାଳ 8ଟା 30 ସୁଦ୍ଧା ରେକର୍ଡ ତାପମାତ୍ରା

ବାରିପଦା 38.4°C, ତାଳଚେର 37.8°C , ବାଲେଶ୍ୱର 36.6°C , କେନ୍ଦୁଝର 36.4°C, କଟକ 35.8°C, ଭଦ୍ରକ 35°C , ରାଉରକେଲା 35°C, ଭବାନୀପାଟଣା 34.8°C , ଭୁବନେଶ୍ୱର 34.6°C , ଝାରସୁଗୁଡା 34.6°C , ହୀରାକୁଦ 34.4°C , ଚାନ୍ଦବାଲି 34.2°C, ବଲାଙ୍ଗୀର 34°C , କେନ୍ଦ୍ରାପଡ଼ା 34°C, ଅନୁଗୁଳ 34°C.

LEAVE A REPLY

Please enter your comment!
Please enter your name here